Shuru
Apke Nagar Ki App…
କୋଲାବିରା ଥାନା ଅନ୍ତର୍ଗତ ନୂଆଁପାଲି ଗାଁ ର ସନ୍ତୋଷ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ ୩ ଅଭିଯୁକ୍ତ ଗିରଫ।
Anusuya om
କୋଲାବିରା ଥାନା ଅନ୍ତର୍ଗତ ନୂଆଁପାଲି ଗାଁ ର ସନ୍ତୋଷ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ ୩ ଅଭିଯୁକ୍ତ ଗିରଫ।
- DDDuryodhan DasKaranjia, Mayurbhanj😡1 hr ago
- JJJagadishpadhan JagaRengali, Sambalpur👏9 hrs ago
- TKTarini. Kanya. RanaKochinda, Sambalpur😡14 hrs ago
More news from Sasan and nearby areas
- #ଅଟଳଙ୍କ_ଜ୍ଞାନ_ନେଇ_ଆମେ_ସେବା_କରିବା_ଦରକାର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଯେଉଁ ପ୍ରକାର କାର୍ଯ୍ୟମାଧ୍ୟମରେ ଲୋକଙ୍କୁ ଶାସନ କରିବାର ଯେଉଁ ଜ୍ଞାନ ଦେଇଥିଲେ, ସେହି ହିସାବରେ ଆମେ ଲୋକଙ୍କ କାର୍ଯ୍ୟ କରିବା ଦରକାର, ଏବଂ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ଭୀମଭୋଇ ମେଡିକାଲ କଲେଜର ଅଡ଼ିଟୋରିୟମରେ ସୁଶାସନ ଦିବସରେ ଏଭଳି ବାର୍ତ୍ତା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ..1
- Atal Bihari Vajpayee's birth anniversary and Good Governance Day are celebrated in Badchana ବଡଚଣାରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁ ଶାସନ ଦିବସ ପାଳିତ1
- 'ଓଡ଼ିଆ ନ ପଢି, ଓଡ଼ିଆ ଲୋକଙ୍କ ସହିତ ନ ମିଶି ନବୀନ ଗୋଟେ ଯୁଗ ଶାସନ କଲେ'1
- ଧର୍ମେନ୍ଦ୍ର ପ୍ରଧାନ କଥା କେହି ଶୁଣୁ ନାହାନ୍ତି ଶାସନ ସଚିବ ମୋଦୀ ଶାହା ପଠେଇବେ...1
- ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସେ କହିଛନ୍ତି, ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମିଳିବା ଦରକାର । ତାହା ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରି କହିଛନ୍ତି, ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଅଛନ୍ତି, ନବୀନ ପଟ୍ଟନାୟକ ବିଜେଡି ଦଳରେ ହେଲେ ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାନ୍ତି । ଗତ ନିର୍ବାଚନରେ ଓଡ଼ିଶାରେ ବିଜେଡିର ପରାଜୟ ପରେ ବିଜେପି ସରକାର ଗଢ଼ିଛି । ସେ ଆହୁରି କହିଛନ୍ତି, ନୀତୀଶ କୁମାରଙ୍କ ସମୟରେ ବିହାରରେ ରାସ୍ତା, ସ୍କୁଲ ଏବଂ ଅନ୍ୟ ଭିତ୍ତିମୂମି ସୁଦୃଢ଼ ହୋଇପାରିଛି। ନୀତିଶଙ୍କ ପାଇଁ ବିହାର ନୂଆ ପରିଚୟ ପାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାକୁ ଦୀର୍ଘ ଦିନ ଧରି ଶାସନ କରି ଓଡ଼ିଶାର ବହୁ ବିକାଶ ମଧ୍ୟ କରିଛନ୍ତି। ସେଥିପାଇଁ ଏହି ଦୁଇ ନେତାଙ୍କୁ ଭାରତ ରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ଦିଆଯିବା ଦରକାର ବୋଲି ଶ୍ରୀ ସିଂହ ଦାବି କରିଛନ୍ତି1
- ଧର୍ମେନ୍ଦ୍ର ପ୍ରଧାନ କଥା କେହି ଶୁଣୁ ନାହାନ୍ତି ଶାସନ ସଚିବ ମୋଦୀ ଶାହା ପଠେଇବେ...1
- ପାଟଣାଗଡ଼ରେ ବିଜେପି ତରଫରୁ ସୁ ଶାସନ ଦିବସ1
- ବଡଚଣାରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁ ଶାସନ ଦିବସ ପାଳିତ1
- 'ଓଡ଼ିଆ ନ ପଢି, ଓଡ଼ିଆ ଲୋକଙ୍କ ସହିତ ନ ମିଶି ନବୀନ ଗୋଟେ ଯୁଗ ଶାସନ କଲେ'1