କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ବରପାଲି,୨୯ l ୭:ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର କଦଳିପାଲି ଶାଖା କୁମ୍ଭାରୀ ଗୁରୁ ପୀଠରେ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ଓ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି । ଏଥିରେ ଆଚାର୍ଯ୍ୟ ଶେଷଦେବ,ମହେନ୍ଦ୍ର ମହାରଣା,ବଳବନ୍ତ ଛତ୍ରିଆ,ରାଜେଶ ପଧlନ, ଗୁରୁବା,ଗୁରୁମା,ସାଧକ ଓ ସାଧିକ l ଯୋଗଦାନ କରି ମହର୍ଷି ପlତାଞ୍ଜଳୀଙ୍କ ଯୋଗ ସୂତ୍ର ଗୁଡ଼ିକୁ ଗ୍ରହଣ କରିବା,ତାକୁ ଜୀବନରେ ଉପଯୋଗ କରିବା ଏବଂ ବିଜ୍ଞାନ ସମ୍ମତ ଆଧ୍ୟାତ୍ମିକ ଶିକ୍ଷା ଦ୍ଵାରା ଜୀବନକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରି ଗଢ଼ି ତୋଳିବା ଆଜିର ଲକ୍ଷ ହେଉ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ପୂଜା ପୀଠରେ ପୂଜାର୍ଚ୍ଚନା ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ,ମାଧ୍ୟମ ଓ ଶେଷ ସଙ୍ଗୀତ ଗାନ କରିଥିଲେ ବାସନ୍ତୀ,ମମତା ଓ ସୁଜାତା । ପ୍ରକାଶ ପଧlନ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅମୃତଲlଲ ପଧlନ । ଏଥିରେ ସମସ୍ତ ଆଚlର୍ଯ୍ୟ ଆଚାର୍ଯ୍ୟl, ଗୁରୁବା ଗୁରୂମା,ସାଧକ ସାଧିକା ଗ୍ରାମ ତଥା ଆଖ ପାଖ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ଥିଲେ ।

- ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ । ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜlବହୁଲ ଗାଁ କୁମ୍ଭାରୀରେ ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ । ପୂର୍ବ ଦିଗରେ ଜିରା ନଦୀ,ଦକ୍ଷିଣରେ ରାଞ୍ଜ ନଦୀ,ପଶ୍ଚିମରେ ବୁରୋଗାଢ଼ ନଦୀ ଓ ଉତ୍ତରରେ ପୁଣି ଜିରା ନଦୀ ପ୍ରବାହିତ । କୁମ୍ଭାରୀ ସମ୍ପୂର୍ଣ୍ଣ ଟାପୁ ଟାଏ ବୋଲି ଲୋକେ କହୁଛନ୍ତି । ହୋ ୟାଙ୍ଗ ହୋ ନଦୀ ଚୀନର ଦୁଃଖ ପରି କୁମ୍ଭାରୀ - ରେମତା ସଙ୍ଗମ ସ୍ଥଳରେ ଥିବା ବ୍ୟୁରୋଗାଢ଼ ନଦୀ ବ୍ରିଜ କୁମ୍ଭାରୀ ତଥା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇ ନଳ ଦ୍ଵାରା ବ୍ରିଜ ହୋଇଥିବାରୁ ପାଞ୍ଚ ଫୁଟରୁ ଦଶ ଫୁଟ ପର୍ଯ୍ୟନ୍ତ ପାଣି ଆସୁଛି । ଫଳରେ ଚାଷୀ ଶ୍ରମିକ ମାନଙ୍କର କୋଟି କୋଟି ଟଙ୍କାର କ୍ଷତି ହେଉଛି । ବର୍ଷା ବାରମ୍ବାର ଲଗାଣ ବର୍ଷାରେ ଦଶ ବlରଥର ବ୍ରିଜ ଉପରେ ପାଣି ମାଡି ଆସିଥିବାରୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ପାଇଁ ୧୦ ହଜାରରୁ ଉର୍ଦ୍ଧ୍ବ ଯାତl ଯାତ କରୁଥିବା ଲୋକେ ଉଭୟ ସରକାରଙ୍କୁ ଦୃଢ଼ ଦାବୀ କରିଛନ୍ତି ।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 10 କଇରାପାଳିରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଲଗାଣ ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁରକ୍ଷା, ସ୍ଥାନାନ୍ତର ଓ ରିଲିଫ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ଆବଶ୍ୟକ ସହାୟତା ଜାରି ରହିଛି। ବନ୍ୟା କୁ ନେଇ କେତେ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ଶୁଣନ୍ତୁ ଜିଲ୍ଲାପାଳ ଙ୍କ ଠାରୁ ।1
- Jharsuguda SP Raghavendra Reddy Gundala Inaugurates E-Type Residential Quarters in Belpahar ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ପୋଲିସ କର୍ମଚାରୀଙ୍କ ପାଇଁ ନିର୍ମିତ ଇ-ଟାଇପ୍ ଆବାସିକ କ୍ୱାର୍ଟରକୁ ଝାରସୁଗୁଡ଼ା ଏସ୍ପି ରାଘବେନ୍ଦ୍ର ରେଡ୍ଡୀ ଗୁଣ୍ଡଲା ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ସେ କହିଥିଲେ ଯେ ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ ଉତ୍ତମ କାର୍ଯ୍ୟ ପରିବେଶ ସୃଷ୍ଟି ପାଇଁ ଏଭଳି ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ବେଲପାହାଡ଼ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। #Jharsuguda #Belpahar #OdishaPolice #RaghavendraReddyGundala #PoliceQuarters #OdishaNews #BreakingNews1
- ବେଲପାହାଡ଼ ପୌରପାଳିକାର ଅନାସ୍ଥା ପ୍ରସ୍ତାବ ମାମଲାରେ ନୂଆ ମୋଡ଼। ପୌରପାଳିକା ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କୁ ବର୍ତ୍ତମାନ ପାଇଁ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବେଲପାହାଡ଼ ପୌରପାଳିକାର ଅନାସ୍ଥା ପ୍ରସ୍ତାବ ମାମଲାରେ ନୂଆ ମୋଡ଼। ପୌରପାଳିକା ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କୁ ବର୍ତ୍ତମାନ ପାଇଁ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଇତିମଧ୍ୟରେ, ମାମଲାଟି ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠରୁ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠକୁ ସ୍ଥାନାନ୍ତରିତ ହୋଇଛି। ନିମାଇଁ ଚରଣ ପଣ୍ଡାଙ୍କ ସମର୍ଥନରେ ତିନି ଜଣ କାଉନସିଲରଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟ୍ ପିଟିସନ୍ ମୂଳ ମାମଲା ସହିତ ଯୋଡାଯାଇଛି। ଇତିମଧ୍ୟରେ, ପୂର୍ବରୁ ଜାରି ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ମଧ୍ୟ ବଜାୟ ରଖାଯାଇଛି। ଫଳରେ, ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରହିବ। ଏବେ ସମସ୍ତଙ୍କ ନଜର ମାମଲାର ପରବର୍ତ୍ତୀ ଶୁଣାଣି ଉପରେ।1
- କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ବରପାଲି,୨୯ l ୭:ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର କଦଳିପାଲି ଶାଖା କୁମ୍ଭାରୀ ଗୁରୁ ପୀଠରେ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ଓ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି । ଏଥିରେ ଆଚାର୍ଯ୍ୟ ଶେଷଦେବ,ମହେନ୍ଦ୍ର ମହାରଣା,ବଳବନ୍ତ ଛତ୍ରିଆ,ରାଜେଶ ପଧlନ, ଗୁରୁବା,ଗୁରୁମା,ସାଧକ ଓ ସାଧିକ l ଯୋଗଦାନ କରି ମହର୍ଷି ପlତାଞ୍ଜଳୀଙ୍କ ଯୋଗ ସୂତ୍ର ଗୁଡ଼ିକୁ ଗ୍ରହଣ କରିବା,ତାକୁ ଜୀବନରେ ଉପଯୋଗ କରିବା ଏବଂ ବିଜ୍ଞାନ ସମ୍ମତ ଆଧ୍ୟାତ୍ମିକ ଶିକ୍ଷା ଦ୍ଵାରା ଜୀବନକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରି ଗଢ଼ି ତୋଳିବା ଆଜିର ଲକ୍ଷ ହେଉ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ପୂଜା ପୀଠରେ ପୂଜାର୍ଚ୍ଚନା ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ,ମାଧ୍ୟମ ଓ ଶେଷ ସଙ୍ଗୀତ ଗାନ କରିଥିଲେ ବାସନ୍ତୀ,ମମତା ଓ ସୁଜାତା । ପ୍ରକାଶ ପଧlନ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅମୃତଲlଲ ପଧlନ । ଏଥିରେ ସମସ୍ତ ଆଚlର୍ଯ୍ୟ ଆଚାର୍ଯ୍ୟl, ଗୁରୁବା ଗୁରୂମା,ସାଧକ ସାଧିକା ଗ୍ରାମ ତଥା ଆଖ ପାଖ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ଥିଲେ ।1
- ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି... ଜିଲ୍ଲା ପ୍ରଶାସନ -ସରକାର ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି... ଜିଲ୍ଲା ପ୍ରଶାସନ -ସରକାର ଶୀଘ୍ର ଧ୍ୟାନ ଦେଉନ୍...1