logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାବଣ ବଧ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ - କୋଟସମଲାଇ ଶ୍ରୀରାମଲୀଳା ମହୋତ୍ସବ ଉଦଯାପିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ବାହାରିପଡା ରଘୁନାଥ ମନ୍ଦିର ନିକଟରେ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ ତରଫରୁ ଚଳିତ ବର୍ଷ ହେଉଥିବା ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ ହୋଇ ଧନୁଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ, ସୂର୍ପଣଖା ନାଶା ଛେଦନ,ବାଳି ବଧ,ସୀତା ଚୋରି,ଲଙ୍କା ପୋଡି,ବିଭିଷଣ ଶରଣ,ରାମ ରାବଣ ଯୁଦ୍ଧ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହିରାବଣ ବଧ ହୋଇ ସାରିଥିବା ବେଳେ ଅନ୍ତିମ ରଜନୀ ରେ ରାବଣ ବଧ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ଲୀଳା ମଞ୍ଚସ୍ଥ ହୋଇଥିଲା। ଏଥିରେ ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ- ନରେନ୍ଦ୍ର ବାଘ,ସୀତା- ବୃଷଭ କର୍ଣ୍ଣ,ବିଭିଷଣ - ସୁବାଷ ବନଛୋର, ହନୁମାନ - ଲକ୍ଷିନ୍ଦ୍ର ବସ୍ତିଆ,ରାବଣ -ଦିଗାମ୍ବର ଚୈଧୁରୀ ପ୍ରମୁଖଙ୍କ ଅଭିନୟ ଉଚ୍ଚକୋଟିର ଥିଲା।ଅନ୍ୟ ଭୂମିକାରେ କିଶୋର ପଧାନ,ଅନାଦି ବସ୍ତିଆ, ପ୍ରଦ୍ୟୁମ୍ନ ପାଢୀ,ରାମଗୋପାଳ ସେଠୀ,କାହ୍ନା ଗଡୁଆ,ଜନ୍ମ ବାରକୁଟିଆ, ହୃଷିକେଶ ପଧାନ,ଶରଦ କର୍ଣ୍ଣ,ସଞ୍ଜିବ ପଧାନ, ରାଜେଶ ବାଘ,ଘାସିରାମ ମେଣ୍ଡିଲି, ସଞ୍ଜିବ ପଧାନ ଆଦି ଅଭିନୟ କରିଥିଲେ। ବାଦ୍ୟଯନ୍ତ୍ରରେ ମନୋରଞ୍ଜନ ପାଢୀ,ଜାନକୀରାମ ଦେହେରୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ପଞ୍ଚାନନ ମନ୍ତ୍ରା,ଚମରା ସେଠୀ ସହଯୋଗ କରିଥିଲେ। ବୀରମିତ୍ର ପଧାନ,ସରୋଜ ପୂଜାହାରୀ, ଚିତ୍ତରଞ୍ଜନ ପାଢୀ,ଦଶରଥ ମେଣ୍ଡିଲି, ଭିକାରୀ ସେଠୀ,ବିଭିଷଣ ସେଠୀ,ଅନିଲ ପୁରୋହିତ, ଅନିରୁଦ୍ଧ ଗଡୁଆ, ଦୟାନିଧି ଖୁର୍ଡିଆ, ପରେଶ ବାଘ, ରଘୁନାଥ ବାରକୁଟିଆ, ଚକ୍ରପାଣି ମେଣ୍ଡିଲି, ଅଖୁଜ ଖୁର୍ଡିଆ, ସୁରେଶ ଦେହେରୀ ଆଦି ସହଯୋଗ କରିଥିଲେ।

22 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
22 hrs ago
f71d9931-6e6c-4580-93d5-afe789cebeba

ରାବଣ ବଧ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ - କୋଟସମଲାଇ ଶ୍ରୀରାମଲୀଳା ମହୋତ୍ସବ ଉଦଯାପିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ବାହାରିପଡା ରଘୁନାଥ ମନ୍ଦିର ନିକଟରେ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ ତରଫରୁ ଚଳିତ ବର୍ଷ ହେଉଥିବା ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ ହୋଇ ଧନୁଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ, ସୂର୍ପଣଖା ନାଶା ଛେଦନ,ବାଳି ବଧ,ସୀତା ଚୋରି,ଲଙ୍କା ପୋଡି,ବିଭିଷଣ ଶରଣ,ରାମ ରାବଣ

07344b78-3108-4807-b1b6-53bbea3ab961

ଯୁଦ୍ଧ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହିରାବଣ ବଧ ହୋଇ ସାରିଥିବା ବେଳେ ଅନ୍ତିମ ରଜନୀ ରେ ରାବଣ ବଧ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ଲୀଳା ମଞ୍ଚସ୍ଥ ହୋଇଥିଲା। ଏଥିରେ ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ- ନରେନ୍ଦ୍ର ବାଘ,ସୀତା- ବୃଷଭ କର୍ଣ୍ଣ,ବିଭିଷଣ - ସୁବାଷ ବନଛୋର, ହନୁମାନ - ଲକ୍ଷିନ୍ଦ୍ର ବସ୍ତିଆ,ରାବଣ -ଦିଗାମ୍ବର ଚୈଧୁରୀ ପ୍ରମୁଖଙ୍କ ଅଭିନୟ ଉଚ୍ଚକୋଟିର ଥିଲା।ଅନ୍ୟ ଭୂମିକାରେ କିଶୋର ପଧାନ,ଅନାଦି ବସ୍ତିଆ, ପ୍ରଦ୍ୟୁମ୍ନ ପାଢୀ,ରାମଗୋପାଳ ସେଠୀ,କାହ୍ନା

13e3eb88-cec9-49cc-8c29-4d12535a1620

ଗଡୁଆ,ଜନ୍ମ ବାରକୁଟିଆ, ହୃଷିକେଶ ପଧାନ,ଶରଦ କର୍ଣ୍ଣ,ସଞ୍ଜିବ ପଧାନ, ରାଜେଶ ବାଘ,ଘାସିରାମ ମେଣ୍ଡିଲି, ସଞ୍ଜିବ ପଧାନ ଆଦି ଅଭିନୟ କରିଥିଲେ। ବାଦ୍ୟଯନ୍ତ୍ରରେ ମନୋରଞ୍ଜନ ପାଢୀ,ଜାନକୀରାମ ଦେହେରୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ପଞ୍ଚାନନ ମନ୍ତ୍ରା,ଚମରା ସେଠୀ ସହଯୋଗ କରିଥିଲେ। ବୀରମିତ୍ର ପଧାନ,ସରୋଜ ପୂଜାହାରୀ, ଚିତ୍ତରଞ୍ଜନ ପାଢୀ,ଦଶରଥ ମେଣ୍ଡିଲି, ଭିକାରୀ ସେଠୀ,ବିଭିଷଣ ସେଠୀ,ଅନିଲ ପୁରୋହିତ, ଅନିରୁଦ୍ଧ ଗଡୁଆ, ଦୟାନିଧି ଖୁର୍ଡିଆ, ପରେଶ ବାଘ, ରଘୁନାଥ ବାରକୁଟିଆ, ଚକ୍ରପାଣି ମେଣ୍ଡିଲି, ଅଖୁଜ ଖୁର୍ଡିଆ, ସୁରେଶ ଦେହେରୀ ଆଦି ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର (୧୬୯୫ ଗୋଟି ୫୦୦ ଟଙ୍କିଆ) ନକଲି ଭାରତୀୟ ନୋଟ ଜବତକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।
    1
    ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର (୧୬୯୫ ଗୋଟି ୫୦୦ ଟଙ୍କିଆ) ନକଲି ଭାରତୀୟ ନୋଟ ଜବତକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି।
✨ ପୋଷ୍ଟର ମୁଖ୍ୟ ଅଂଶ:
✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା।
✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ।
✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ।
✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    7 hrs ago
  • ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।
    4
    ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି।
ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan
    1
    ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    20 hrs ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ସରକାରୀ ପଲିଟେକନିକ୍ ସୋନପୁରରେ ଛାତ୍ରୀଛାତ୍ର ଅଶାନ୍ତି
    1
    ସରକାରୀ ପଲିଟେକନିକ୍ ସୋନପୁରରେ ଛାତ୍ରୀଛାତ୍ର ଅଶାନ୍ତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • गोविंदपुर सरपंच की निगरानी में 10 लाख का घोटाला#BamraNews
    1
    गोविंदपुर सरपंच की निगरानी में 10 लाख का घोटाला#BamraNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.