Shuru
Apke Nagar Ki App…
କ୍ଷୀରୋଦ ସ୍ମାରକୀ କ୍ରିକେଟ: ସେମି ରେ ବଡ଼ଅଙ୍କରିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସାଗଜୁରୀ ରେ ହେଉଥିବା ୧୭ତମ କ୍ଷୀରୋଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳାବର ଥିଲା ଚତୁର୍ଥ ଦିବସ। ପ୍ରଥମ ମ୍ୟାଚ ଟି ବଡ଼ଅଙ୍କରିଆ ଓ ଖଇରମାଲ ମଧ୍ୟରେ ହୋଇଥିଲା। ଏଥିରେ ଖଇରମାଲ କୁ ହରାଇ ବଡ଼ଅଙ୍କରିଆ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଟି ହିଙ୍ଗମା ଓ ମାଣିକପୁର ମଧ୍ୟରେ ହୋଇଥିଲା। ଏଥିରେ ହିଙ୍ଗମା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ଟି ପ୍ରଥମ ମ୍ୟାଚ ର ବିଜେତା ବଡ଼ଅଙ୍କରିଆ ଓ ଦ୍ଵିତୀୟ ମ୍ୟାଚ ର ବିଜେତା ହିଙ୍ଗମା ମଧ୍ୟରେ ହୋଇଥିଲା। ଏଥିରେ ବଡ଼ଅଙ୍କରିଆ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। କ୍ରୀଡାବିତ ମନ ରଞ୍ଜନ କମ୍ପ , ରାମ ନାରାୟଣ ସେଠୀ ଅତିଥି ଭାବେ ଯୋଗଦେଇ ବଡ଼ଅଙ୍କରିଆ ର ବିଶ୍ଵାମିତ୍ର ପଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ।
Pitambar Sahu

More news from Sonepur and nearby areas
- ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି1
- jay hind 🙏1
- ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 20261
- ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ @ranjankumardash1
- बामरा प्रसिद्ध मकर मेला आरम्भ बामरा केछुपानी से निकले हर महादेव #makarmela2026 #Bamranews1
- Post by Bighne Rana1
- #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !1
- ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l1