Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l
SONEPUR NEWS

More news from Sonepur and nearby areas
- ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି1
- jay hind 🙏1
- ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 20261
- ବୌଦ୍ଧ ଜିଲ୍ଲା ଗୁନ୍ଦୂଳିଆ ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା1
- #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !1
- बामरा प्रसिद्ध मकर मेला आरम्भ बामरा केछुपानी से निकले हर महादेव #makarmela2026 #Bamranews1
- Post by Bighne Rana1
- ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l1