logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜବର ଦଖଲ କାରିଙ୍କ ଘର ଭାଙ୍ଗିଦେଲା ସ୍ଥାନୀୟ ପ୍ରଶାସନ ଦ୍ରିଘଦିନହେଲା ଦଖଲରେ ଥିଲେ କିଛି ସ୍ଥାନୀୟ ଲୋକେ କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଆଠ ନମ୍ୱର୍ କେନାଲରୁ ବାହାରିଥିବା E କେନାଲ ୧ ନମ୍ୱର୍ ଶାଖା ର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଦୀର୍ଘଦିନ ହେବ ଜବର ଦଖଲ କରି ଘର ତିଆରି କରିଥିଲେ ଆଜି ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରା ଯାଉଥିଲା କିନ୍ତୁ ଆଜି ପ୍ରଶାସନ ତରଫରୁ ଉଚ୍ଛେଦ କରା ଯାଇଥିଲା ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଅନିତା ସାହୁ,ତହସିଲଦାର ଦମୟନ୍ତୀ ସାହୁ ଓ ରାଜସ୍ବ ନୀରିକ୍ଷକ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ଆଛନ୍ତି । ସରକାରୀ ମାପ ଅନୁଯାୟୀ ଦଖଲ କରିଥିବା ଜାଗାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।

12 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
Nischintakoili, Cuttack•
12 hrs ago

ଜବର ଦଖଲ କାରିଙ୍କ ଘର ଭାଙ୍ଗିଦେଲା ସ୍ଥାନୀୟ ପ୍ରଶାସନ ଦ୍ରିଘଦିନହେଲା ଦଖଲରେ ଥିଲେ କିଛି ସ୍ଥାନୀୟ ଲୋକେ କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଆଠ ନମ୍ୱର୍ କେନାଲରୁ ବାହାରିଥିବା E କେନାଲ ୧ ନମ୍ୱର୍ ଶାଖା ର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଦୀର୍ଘଦିନ ହେବ ଜବର ଦଖଲ କରି ଘର ତିଆରି କରିଥିଲେ ଆଜି ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରା ଯାଉଥିଲା କିନ୍ତୁ ଆଜି ପ୍ରଶାସନ ତରଫରୁ ଉଚ୍ଛେଦ କରା ଯାଇଥିଲା ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଅନିତା ସାହୁ,ତହସିଲଦାର ଦମୟନ୍ତୀ ସାହୁ ଓ ରାଜସ୍ବ ନୀରିକ୍ଷକ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ଆଛନ୍ତି । ସରକାରୀ ମାପ ଅନୁଯାୟୀ ଦଖଲ କରିଥିବା ଜାଗାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।

More news from Cuttack and nearby areas
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    12 hrs ago
  • ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    1
    ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    38 min ago
  • *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    1
    *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* 
*ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    16 hrs ago
  • Post by BL News
    1
    Post by BL News
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    21 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    14 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    1
    କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    5 hrs ago
  • କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଆଠ ନମ୍ୱର୍ କେନାଲରୁ ବାହାରିଥିବା E କେନାଲ ୧ ନମ୍ୱର୍ ଶାଖା ର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଦୀର୍ଘଦିନ ହେବ ଜବର ଦଖଲ କରି ଘର ତିଆରି କରିଥିଲେ ଆଜି ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରା ଯାଉଥିଲା କିନ୍ତୁ ଆଜି ପ୍ରଶାସନ ତରଫରୁ ଉଚ୍ଛେଦ କରା ଯାଇଥିଲା ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଅନିତା ସାହୁ,ତହସିଲଦାର ଦମୟନ୍ତୀ ସାହୁ ଓ ରାଜସ୍ବ ନୀରିକ୍ଷକ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ଆଛନ୍ତି । ସରକାରୀ ମାପ ଅନୁଯାୟୀ ଦଖଲ କରିଥିବା ଜାଗାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।
    1
    କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଆଠ ନମ୍ୱର୍ କେନାଲରୁ ବାହାରିଥିବା E କେନାଲ ୧ ନମ୍ୱର୍ ଶାଖା  ର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଦୀର୍ଘଦିନ ହେବ ଜବର ଦଖଲ  କରି ଘର ତିଆରି କରିଥିଲେ ଆଜି ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରା ଯାଉଥିଲା କିନ୍ତୁ ଆଜି  ପ୍ରଶାସନ ତରଫରୁ ଉଚ୍ଛେଦ କରା ଯାଇଥିଲା ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଅନିତା ସାହୁ,ତହସିଲଦାର ଦମୟନ୍ତୀ ସାହୁ ଓ ରାଜସ୍ବ ନୀରିକ୍ଷକ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ଆଛନ୍ତି । ସରକାରୀ ମାପ ଅନୁଯାୟୀ ଦଖଲ କରିଥିବା ଜାଗାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି  ।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.