logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏନଏସି ଅଧ୍ୟକ୍ଷାଙ୍କ ବିଭିନ୍ନ ଉନ୍ନୟମୂଳକ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ଅବଗତ ହେଲେ ଓ ଆଶ୍ଵାସନା ଦେଲେ । ନୂଆପଡ଼ା - ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ ଭୁବନେଶ୍ୱର ଗସ୍ତ କାଳ ରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ ଜନ ସମସ୍ୟା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରମୁଖ ରୂପରେ ,ଖରିଆର ରୋଡ ରୁ ବାଇପାସ୍ ସଡ଼କ ନିର୍ମାଣ, ସହରରେ +2 କଲେଜ ପ୍ରତିଷ୍ଠା,ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜନହିତକାରୀ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନ କରି ଥିଲେ।

9 hrs ago
user_Surendra Tiwari
Surendra Tiwari
Journalist Nuapada, Odisha•
9 hrs ago
1be03a68-0066-4aef-b792-60bdb1a74dfa
9ca7215a-5bfb-49de-bdff-2bd8499733e6
6cca9071-fe6b-4e80-aad6-3884b694ea72

ଏନଏସି ଅଧ୍ୟକ୍ଷାଙ୍କ ବିଭିନ୍ନ ଉନ୍ନୟମୂଳକ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ଅବଗତ ହେଲେ ଓ ଆଶ୍ଵାସନା ଦେଲେ । ନୂଆପଡ଼ା - ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ ଭୁବନେଶ୍ୱର ଗସ୍ତ କାଳ ରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ ଜନ ସମସ୍ୟା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରମୁଖ ରୂପରେ ,ଖରିଆର ରୋଡ ରୁ ବାଇପାସ୍ ସଡ଼କ ନିର୍ମାଣ, ସହରରେ +2 କଲେଜ ପ୍ରତିଷ୍ଠା,ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜନହିତକାରୀ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନ କରି ଥିଲେ।

More news from ଓଡ଼ିଶା and nearby areas
  • ଆଜି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ।
    2
    ଆଜି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ।
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    23 hrs ago
  • #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    1
    #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Odisha public news
    1
    Post by Odisha public news
    user_Odisha public news
    Odisha public news
    Waiter/Waitress ତରଭା, ସୋନପୁର, ଓଡ଼ିଶା•
    7 hrs ago
  • ଅର୍ଣ୍ଣପୂର୍ଣ୍ଣ ରେସିଡେନ୍ସି ପରିସରରେ ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
    1
    ଅର୍ଣ୍ଣପୂର୍ଣ୍ଣ ରେସିଡେନ୍ସି ପରିସରରେ ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    11 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ  ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    22 hrs ago
  • Post by Pramit kanhar
    1
    Post by Pramit kanhar
    user_Pramit kanhar
    Pramit kanhar
    Gochhapada, Kandhamal•
    2 hrs ago
  • ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ସହିତ ଗଣେଶ ଦାସ ଙ୍କ ରିପୋର୍ଟ ଜିଲ୍ଲା ଖବର
    1
    ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ସହିତ ଗଣେଶ ଦାସ ଙ୍କ ରିପୋର୍ଟ ଜିଲ୍ଲା ଖବର
    user_Om prakash choudhury Journalist pragativadi reporter
    Om prakash choudhury Journalist pragativadi reporter
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    7 hrs ago
  • #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    1
    #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.