Shuru
Apke Nagar Ki App…
Odisha public news
- User1751ମୋହନା, ଗଜପତି, ଓଡ଼ିଶା😂27 min ago
More news from ଓଡ଼ିଶା and nearby areas
- Post by Odisha public news1
- ଅର୍ଣ୍ଣପୂର୍ଣ୍ଣ ରେସିଡେନ୍ସି ପରିସରରେ ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।1
- Post by Pramit kanhar1
- #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ1
- #ହେପ୍ରଭୁ ତ ମେ ମର ବ ଏ ଫେ ରେ ଣେ ତ ମେ ସ ମା ଲ1
- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- #_ରୁପ୍ରା_ଧାନ_ମଣ୍ଡି_ରେ_ଅବ୍ୟବସ୍ଥା__ସମ୍ପାଦକ_ଙ୍କ_କାର୍ଯ୍ୟକଳାପ_କୁ_ନେଇ_ଚାଷୀ_ଅସନ୍ତୋଷ1