logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ

8 hrs ago
user_Semajagrnga
Semajagrnga
Actor ପଦ୍ମପୁର, ରାୟଗଡା, ଓଡ଼ିଶା•
8 hrs ago

GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ

More news from ଓଡ଼ିଶା and nearby areas
  • ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେମୁଣ୍ଡା ଠାରେ ରକ୍ଷାବନ୍ଧନ ପାଳିତ।
    1
    ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେମୁଣ୍ଡା ଠାରେ ରକ୍ଷାବନ୍ଧନ ପାଳିତ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    2 hrs ago
  • ତିଜିମାଳି ଖଣି ଖନନକୁ ବିରୋଧ ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି। ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି। ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ। କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    1
    ତିଜିମାଳି ଖଣି ଖନନକୁ ବିରୋଧ
ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ
ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ  ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା



ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।
ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି।
ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି।
ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ।
ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି।
ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ।

କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ଥାନା ଅଧିକାରୀ ସୁଧୀର କୁମାର ସାହୁ ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l
    1
    ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ 
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା  ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ  ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ  ରଞ୍ଜନ  ପ୍ରଧାନ  ଥାନା ଅଧିକାରୀ ସୁଧୀର କୁମାର ସାହୁ  ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ  ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ  ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର  ପ୍ରମୁଖ ସହଯୋଗ କରିଥିଲେ l
    user_Pitabas dash
    Pitabas dash
    Asika, Ganjam•
    22 hrs ago
  • ଦାମନଯୋଡି ବର୍ଷା ପାଳନ କଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସାହିତ୍ୟର ସୁଗନ୍ଧରେ ମହକିଛି ଦାମନଯୋଡି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି। ଦାମନଯୋଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ନାଲକୋର ସିଜିଏମ୍‌ ଦିଲ୍ଲୀପ କୁମାର ବାଗ୍‌ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଡିଜିଏମ୍‌ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ସ୍ବାତୀ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବର୍ଷାର ଉପସଭାପତି ନଳିନୀକାନ୍ତ ସେନାପତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଙ୍ଗାଧରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ଥାନୀୟ କବି,କବୟିତ୍ରୀ ଓ ସାହିତ୍ୟିକମାନେ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସୁଶାନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ତାଙ୍କ ସାହିତ୍ୟର ଆଦର୍ଶ ଓ ସୃଜନଶୀଳତାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ପାଦକ ଶ୍ରୀଧର ପରିଡ଼ା କହିଥିଲେ।
    1
    ଦାମନଯୋଡି ବର୍ଷା ପାଳନ କଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ 
ସାହିତ୍ୟର ସୁଗନ୍ଧରେ ମହକିଛି ଦାମନଯୋଡି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି। ଦାମନଯୋଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ନାଲକୋର ସିଜିଏମ୍‌ ଦିଲ୍ଲୀପ କୁମାର ବାଗ୍‌ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଡିଜିଏମ୍‌ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ସ୍ବାତୀ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବର୍ଷାର ଉପସଭାପତି ନଳିନୀକାନ୍ତ ସେନାପତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଙ୍ଗାଧରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ଥାନୀୟ କବି,କବୟିତ୍ରୀ ଓ ସାହିତ୍ୟିକମାନେ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସୁଶାନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ତାଙ୍କ ସାହିତ୍ୟର ଆଦର୍ଶ ଓ ସୃଜନଶୀଳତାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ପାଦକ ଶ୍ରୀଧର ପରିଡ଼ା କହିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    1 hr ago
  • ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି
    1
    ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି
ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    2 hrs ago
  • ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ
    1
    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଏ କଣ କଲା ପୋଲିସ ? ଛଟପଟ ହେଲେ ଯୁବତୀ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଏ କଣ କଲା ପୋଲିସ ?  ଛଟପଟ ହେଲେ ଯୁବତୀ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    9 hrs ago
  • ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ ରାୟଗଡ଼ା ଜିଲ୍ଲା ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ। ଏସ୍‌ବିଆଇ ଏଟିଏମ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା Sky Mobiles Sales & Service ଦୋକାନର ଗୃହ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ଭି. ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ଦୋକାନରୁ ପ୍ରାୟ ୩୦ ହଜାର ଟଙ୍କା ନଗଦ, ୧୦ଟି ନୂଆ ମୋବାଇଲ୍ ଫୋନ୍ ଏବଂ ଗ୍ରାହକଙ୍କ ୧୦ଟି ମୋବାଇଲ୍ ଫୋନ୍ ଚୋରି ହୋଇଛି। ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଚୋରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
    4
    ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ

ରାୟଗଡ଼ା ଜିଲ୍ଲା ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ।
ଏସ୍‌ବିଆଇ ଏଟିଏମ୍ ଓ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା Sky Mobiles Sales & Service ଦୋକାନର ଗୃହ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦୋକାନ ମାଲିକ ଭି. ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ଦୋକାନରୁ ପ୍ରାୟ ୩୦ ହଜାର ଟଙ୍କା ନଗଦ, ୧୦ଟି ନୂଆ ମୋବାଇଲ୍ ଫୋନ୍ ଏବଂ ଗ୍ରାହକଙ୍କ ୧୦ଟି ମୋବାଇଲ୍ ଫୋନ୍ ଚୋରି ହୋଇଛି।

ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି।

ତଦନ୍ତ ପରେ ହିଁ ଚୋରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    2 hrs ago
  • #ଯବାନଙ୍କ_କୋହଭରା_ଆବେଦନ "ମୁଁ ଦେଶ ସେବା କରିବି ନା ପରିବାରକୁ ବଞ୍ଚାଇବି? ନ୍ୟାୟ ନମିଳିଲେ ନିଜକୁ ଗୁଳି କରିଦେବି।" ଏଲଓସିରେ ମୁତୟନ ଥିବା ଉତ୍ତରପ୍ରଦେଶର ଯବାନ ବୀର ବାହାଦୂର ସିଂହଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। ଗାଁରେ ବାପା-ମାଆ ଓ ଗର୍ଭବତୀ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଭାଙ୍ଗିପଡ଼ିଲେ ସେନା ଯବାନ। #IndianArmy #IndianSoldierViralVideo #VeerBahadurSingh #LOCSoldier #DeoriaNews #UPPolice #SambadDigital
    1
    #ଯବାନଙ୍କ_କୋହଭରା_ଆବେଦନ
"ମୁଁ ଦେଶ ସେବା କରିବି ନା ପରିବାରକୁ ବଞ୍ଚାଇବି? ନ୍ୟାୟ ନମିଳିଲେ ନିଜକୁ ଗୁଳି କରିଦେବି।" ଏଲଓସିରେ ମୁତୟନ ଥିବା ଉତ୍ତରପ୍ରଦେଶର ଯବାନ ବୀର ବାହାଦୂର ସିଂହଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। ଗାଁରେ ବାପା-ମାଆ ଓ ଗର୍ଭବତୀ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଭାଙ୍ଗିପଡ଼ିଲେ ସେନା ଯବାନ।
#IndianArmy #IndianSoldierViralVideo #VeerBahadurSingh #LOCSoldier #DeoriaNews #UPPolice #SambadDigital
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.