logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ଦିନ ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ। ଏହି ଅବସରରେ, ମନ୍ତ୍ରୀ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ବର୍ଷୀୟାନ ନାଗରିକ ସଂଗଠନ ପାଇଁ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ନିର୍ମିତ ୧୨.୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନବ ନିର୍ମିତ କ୍ଲବ ଗୃହର ଶୁଭ ଉଦଘାଟନ କରିଥିଲେ। ସେହିପରି ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଶ୍ରେଣୀ କୋଠାର ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ, ବେଲପାହାଡ଼ସ୍ଥିତ TRL କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ୨୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦୩ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହା ସହିତ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜୁବୁଲି ହଲଠାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ ଗୋଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୧୩ ଗୋଟି ସାମୂହିକ ଏବଂ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ଉପରେ ବିଚାର କରି ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, TRL କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତଙ୍କ ସମେତ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।

6 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
6 hrs ago

ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ଦିନ ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ। ଏହି ଅବସରରେ, ମନ୍ତ୍ରୀ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ବର୍ଷୀୟାନ ନାଗରିକ ସଂଗଠନ ପାଇଁ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ନିର୍ମିତ ୧୨.୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନବ ନିର୍ମିତ କ୍ଲବ ଗୃହର ଶୁଭ ଉଦଘାଟନ କରିଥିଲେ। ସେହିପରି ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଶ୍ରେଣୀ କୋଠାର ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ, ବେଲପାହାଡ଼ସ୍ଥିତ TRL କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ୨୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦୩ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହା ସହିତ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜୁବୁଲି ହଲଠାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ ଗୋଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୧୩ ଗୋଟି ସାମୂହିକ ଏବଂ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ଉପରେ ବିଚାର କରି ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, TRL କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତଙ୍କ ସମେତ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।

More news from Jharsuguda and nearby areas
  • ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ଦିନ ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ। ଏହି ଅବସରରେ, ମନ୍ତ୍ରୀ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ବର୍ଷୀୟାନ ନାଗରିକ ସଂଗଠନ ପାଇଁ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ନିର୍ମିତ ୧୨.୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନବ ନିର୍ମିତ କ୍ଲବ ଗୃହର ଶୁଭ ଉଦଘାଟନ କରିଥିଲେ। ସେହିପରି ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଶ୍ରେଣୀ କୋଠାର ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ, ବେଲପାହାଡ଼ସ୍ଥିତ TRL କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ୨୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦୩ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହା ସହିତ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜୁବୁଲି ହଲଠାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ ଗୋଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୧୩ ଗୋଟି ସାମୂହିକ ଏବଂ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ଉପରେ ବିଚାର କରି ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, TRL କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତଙ୍କ ସମେତ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ଦିନ ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ।

ଏହି ଅବସରରେ, ମନ୍ତ୍ରୀ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ବର୍ଷୀୟାନ ନାଗରିକ ସଂଗଠନ ପାଇଁ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ନିର୍ମିତ ୧୨.୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନବ ନିର୍ମିତ କ୍ଲବ ଗୃହର ଶୁଭ ଉଦଘାଟନ କରିଥିଲେ। ସେହିପରି ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ TRL କ୍ରୋସାକି କମ୍ପାନୀର CSR ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଶ୍ରେଣୀ କୋଠାର ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ, ବେଲପାହାଡ଼ସ୍ଥିତ TRL କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ୨୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦୩ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ।

ଏହା ସହିତ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜୁବୁଲି ହଲଠାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ ଗୋଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୧୩ ଗୋଟି ସାମୂହିକ ଏବଂ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ଉପରେ ବିଚାର କରି ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, TRL କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତଙ୍କ ସମେତ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    6 hrs ago
  • ସମ୍ବଲପୁର ଜିଲ୍ଲାର ଲଇଡା ଅଞ୍ଚଳରେ ଲଇଡା କଲେଜ ଖେଳ ପଡ଼ିଆ, ଲଇଡା ଜଗନ୍ନାଥ ଖେଳ ପଡ଼ିଆ ରାସ୍ତା ଏବଂ ଟାଙ୍ଗରଯୋର ଉପରେ ଥିବା କଲଭଟ ନିକଟରେ ପ୍ରତି ସନ୍ଧ୍ୟାରେ ମଦୁଆ ଓ କୋରକ୍ସ (ନିଶାଦ୍ରବ୍ୟ) ପାନକାରୀମାନଙ୍କର ଆସର ଜମୁଛି। ନିଶା ସେବନ କରିବା ପରେ ଏମାନେ ଖାଲି ବୋତଲ, ଭଙ୍ଗା ବୋତଲ କାଚ ଓ କୋରକ୍ସ ଶିଶି ଆଦିକୁ ଇତସ୍ତତଃ ଖେଳ ପଡ଼ିଆ, ରାସ୍ତାଘାଟ ଏବଂ ଆଖପାଖ ଅଞ୍ଚଳରେ ପକାଇ ଦେଉଛନ୍ତି। ଏହି ଅବ୍ୟବସ୍ଥା ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ମଦୁଆ ଓ କୋରକ୍ସ ନିଶାଡ଼ିଙ୍କ ଏହି କ୍ରୀଡ଼ାଭୂମିରେ ପରିଣତ ହୋଇଥିବା ଖେଳପଡ଼ିଆ, ରାସ୍ତାକଡ଼ ଓ କଲଭର୍ଟ ଉପରେ ଭଙ୍ଗା ବୋତଲ ଓ ଶିଶି ପଡ଼ିରହିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ସମସ୍ୟା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି।
    1
    ସମ୍ବଲପୁର ଜିଲ୍ଲାର ଲଇଡା ଅଞ୍ଚଳରେ ଲଇଡା କଲେଜ ଖେଳ ପଡ଼ିଆ, ଲଇଡା ଜଗନ୍ନାଥ ଖେଳ ପଡ଼ିଆ ରାସ୍ତା ଏବଂ ଟାଙ୍ଗରଯୋର ଉପରେ ଥିବା କଲଭଟ ନିକଟରେ ପ୍ରତି ସନ୍ଧ୍ୟାରେ ମଦୁଆ ଓ କୋରକ୍ସ (ନିଶାଦ୍ରବ୍ୟ) ପାନକାରୀମାନଙ୍କର ଆସର ଜମୁଛି। ନିଶା ସେବନ କରିବା ପରେ ଏମାନେ ଖାଲି ବୋତଲ, ଭଙ୍ଗା ବୋତଲ କାଚ ଓ କୋରକ୍ସ ଶିଶି ଆଦିକୁ ଇତସ୍ତତଃ ଖେଳ ପଡ଼ିଆ, ରାସ୍ତାଘାଟ ଏବଂ ଆଖପାଖ ଅଞ୍ଚଳରେ ପକାଇ ଦେଉଛନ୍ତି।

ଏହି ଅବ୍ୟବସ୍ଥା ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ମଦୁଆ ଓ କୋରକ୍ସ ନିଶାଡ଼ିଙ୍କ ଏହି କ୍ରୀଡ଼ାଭୂମିରେ ପରିଣତ ହୋଇଥିବା ଖେଳପଡ଼ିଆ, ରାସ୍ତାକଡ଼ ଓ କଲଭର୍ଟ ଉପରେ ଭଙ୍ଗା ବୋତଲ ଓ ଶିଶି ପଡ଼ିରହିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ସମସ୍ୟା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି।
    user_Biswanath Patel
    Biswanath Patel
    Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
    8 hrs ago
  • ସଟ୍ ସର୍କିଟ୍ ଯୋଗୁଁ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଯୋଗୁଁ ଦଳେଇପଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ଏବଂ ସେଠାରେ ଲାଇନ୍ ଗୋଲ୍ ରହିଛି।
    1
    ସଟ୍ ସର୍କିଟ୍ ଯୋଗୁଁ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଯୋଗୁଁ ଦଳେଇପଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ଏବଂ ସେଠାରେ ଲାଇନ୍ ଗୋଲ୍ ରହିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    23 hrs ago
  • ବରଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ରବୀନ୍ଦ୍ର ନାଥ ଶତପଥୀ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଭୁବନେଶ୍ୱର STF ରେ କାର୍ଯ୍ୟରତ ଥିଲେ ଏବଂ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି।
    1
    ବରଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ରବୀନ୍ଦ୍ର ନାଥ ଶତପଥୀ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଭୁବନେଶ୍ୱର STF ରେ କାର୍ଯ୍ୟରତ ଥିଲେ ଏବଂ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ସୁନ୍ଦରଗଡ଼ ଜିଲ୍ଲାର ତଳସରା ପୋଲିସ ପକ୍ଷରୁ ଇନ୍ଧନ ସଞ୍ଚୟ ଏବଂ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର ନିୟନ୍ତ୍ରଣ କରି ସୀମିତ ଉତ୍ସକୁ ସଞ୍ଚୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଳସରା ପୋଲିସ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଯାଇଛି। ଏହି ରାଲି ମାଧ୍ୟମରେ ପୋଲିସ ଅଧିକାରୀମାନେ ନିଜେ ସାଇକେଲ ଚଳାଇ ଲୋକଙ୍କୁ କମ୍ ଦୂରତା ପାଇଁ ଗାଡ଼ି ବଦଳରେ ସାଇକେଲ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି। ଏଥିରେ ଅଞ୍ଚଳର ବହୁ ଯୁବପୀଢ଼ି ମଧ୍ୟ ଅଂଶଗ୍ରହଣ କରିଥିଲେ। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ହାତରେ ସଚେତନତା ପ୍ଲାକାର୍ଡ ଧରି ସାଇକେଲ୍ ଚଲାଉଥିଲେ। ଦେଶରେ ଗାଡ଼ିମୋଟର ସଂଖ୍ୟା ବଢ଼ିବା ସହ ପେଟ୍ରୋଲ ଓ ଡିଜେଲର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି, ଯାହା ଭବିଷ୍ୟତ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ, ଇନ୍ଧନର ସଦୁପଯୋଗ ଓ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ଵାନକୁ ସୁନ୍ଦରଗଡ଼ର ତଳସରା ପୋଲିସ ବେଶ୍ ଗମ୍ଭୀରତାର ସହ ଗ୍ରହଣ କରିଛି। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଗଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ସହର ପରିକ୍ରମା କରିଥିଲେ। ସାଇକେଲ ରାଲି ବଜାର ଓ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଗତି କରିବା ସହ ପୋଲିସ ଟିମ୍ ସାଧାରଣ ଲୋକଙ୍କୁ ଲିଫ୍ଲେଟ୍ ବାଣ୍ଟି ସଚେତନ କରିଥିଲା। କେବଳ ଇନ୍ଧନ ସଞ୍ଚୟ ନୁହେଁ, ବରଂ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ଓ ବାୟୁ ପ୍ରଦୂଷଣ କିପରି କମିପାରିବ, ସେ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଯାଇଥିଲା। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଗ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ଅତି କମରେ ଛୋଟ ଛୋଟ କାମ ପାଇଁ ବାଇକ୍ ବା କାର୍ ବ୍ୟବହାର ନ କରି ସାଇକେଲ ଚଳାନ୍ତୁ ଅବା ଚାଲି ଚାଲି ଯାଆନ୍ତୁ। ଏହା ଦ୍ୱାରା ଦେଶର ଅର୍ଥନୀତି ଓ ପରିବେଶକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ସେ ମତ ଦେଇଥିଲେ। ତଳସରା ଥାନା ଏ.ଆଇ.ସି. ସୁବାସ ଚନ୍ଦ୍ର ମିରିଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି “ଇନ୍ଧନ ବଞ୍ଚାଅ” ଅଭିଯାନ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏବଂ ଲୋକେ ନିଜ ଦୈନନ୍ଦିନ ଜୀବନରେ ଇନ୍ଧନ ସଞ୍ଚୟ ପ୍ରତି ଅଧିକ ସତର୍କ ହେବେ ବୋଲି ଆଶା କରାଯାଉଛି।
    1
    ସୁନ୍ଦରଗଡ଼ ଜିଲ୍ଲାର ତଳସରା ପୋଲିସ ପକ୍ଷରୁ ଇନ୍ଧନ ସଞ୍ଚୟ ଏବଂ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର ନିୟନ୍ତ୍ରଣ କରି ସୀମିତ ଉତ୍ସକୁ ସଞ୍ଚୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଳସରା ପୋଲିସ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଯାଇଛି। ଏହି ରାଲି ମାଧ୍ୟମରେ ପୋଲିସ ଅଧିକାରୀମାନେ ନିଜେ ସାଇକେଲ ଚଳାଇ ଲୋକଙ୍କୁ କମ୍ ଦୂରତା ପାଇଁ ଗାଡ଼ି ବଦଳରେ ସାଇକେଲ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି। ଏଥିରେ ଅଞ୍ଚଳର ବହୁ ଯୁବପୀଢ଼ି ମଧ୍ୟ ଅଂଶଗ୍ରହଣ କରିଥିଲେ।

ପୋଲିସ ଅଧିକାରୀ ଓ କର୍ମଚାରୀମାନେ ହାତରେ ସଚେତନତା ପ୍ଲାକାର୍ଡ ଧରି ସାଇକେଲ୍ ଚଲାଉଥିଲେ। ଦେଶରେ ଗାଡ଼ିମୋଟର ସଂଖ୍ୟା ବଢ଼ିବା ସହ ପେଟ୍ରୋଲ ଓ ଡିଜେଲର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି, ଯାହା ଭବିଷ୍ୟତ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ, ଇନ୍ଧନର ସଦୁପଯୋଗ ଓ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ଵାନକୁ ସୁନ୍ଦରଗଡ଼ର ତଳସରା ପୋଲିସ ବେଶ୍ ଗମ୍ଭୀରତାର ସହ ଗ୍ରହଣ କରିଛି। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଗଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ସହର ପରିକ୍ରମା କରିଥିଲେ। ସାଇକେଲ ରାଲି ବଜାର ଓ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଗତି କରିବା ସହ ପୋଲିସ ଟିମ୍ ସାଧାରଣ ଲୋକଙ୍କୁ ଲିଫ୍ଲେଟ୍ ବାଣ୍ଟି ସଚେତନ କରିଥିଲା।

କେବଳ ଇନ୍ଧନ ସଞ୍ଚୟ ନୁହେଁ, ବରଂ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ଓ ବାୟୁ ପ୍ରଦୂଷଣ କିପରି କମିପାରିବ, ସେ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଯାଇଥିଲା। ତଳସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଗ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ଅତି କମରେ ଛୋଟ ଛୋଟ କାମ ପାଇଁ ବାଇକ୍ ବା କାର୍ ବ୍ୟବହାର ନ କରି ସାଇକେଲ ଚଳାନ୍ତୁ ଅବା ଚାଲି ଚାଲି ଯାଆନ୍ତୁ। ଏହା ଦ୍ୱାରା ଦେଶର ଅର୍ଥନୀତି ଓ ପରିବେଶକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ସେ ମତ ଦେଇଥିଲେ। ତଳସରା ଥାନା ଏ.ଆଇ.ସି. ସୁବାସ ଚନ୍ଦ୍ର ମିରିଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି “ଇନ୍ଧନ ବଞ୍ଚାଅ” ଅଭିଯାନ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏବଂ ଲୋକେ ନିଜ ଦୈନନ୍ଦିନ ଜୀବନରେ ଇନ୍ଧନ ସଞ୍ଚୟ ପ୍ରତି ଅଧିକ ସତର୍କ ହେବେ ବୋଲି ଆଶା କରାଯାଉଛି।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
  • ଓଡ଼ିଶା ରାଜନୀତିରେ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ କେହି ଏତେ ଶୀଘ୍ର ଉନ୍ମୋଚିତ ହେବ ବୋଲି ଭାବିନଥିଲେ। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଏହାକୁ 'କକରୋଚ' (ଅପମାନଜନକ ଶବ୍ଦ) ଭଳି ଅପମାନଜନକ ଶବ୍ଦ ସହ ତୁଳନା କରାଯାଇଛି। ଏହି ପ୍ରସଙ୍ଗରେ ବିଜେପି ଓଡ଼ିଶା ଏବଂ ମୋହନ ଚରଣ ମାଝୀଙ୍କୁ ଟ୍ୟାଗ୍ କରାଯାଇଛି, ଯାହା ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଓଡ଼ିଶା ଏବଂ 'ମୁଁ ସ୍ୱାଭିମାନୀ ଓଡ଼ିଆ' ଭଳି ହ୍ୟାଣ୍ଡେଲଗୁଡ଼ିକ ମଧ୍ୟ ଏହି ଆଲୋଚନାରେ ସାମିଲ ଅଛନ୍ତି।
    1
    ଓଡ଼ିଶା ରାଜନୀତିରେ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ କେହି ଏତେ ଶୀଘ୍ର ଉନ୍ମୋଚିତ ହେବ ବୋଲି ଭାବିନଥିଲେ। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଏହାକୁ 'କକରୋଚ' (ଅପମାନଜନକ ଶବ୍ଦ) ଭଳି ଅପମାନଜନକ ଶବ୍ଦ ସହ ତୁଳନା କରାଯାଇଛି। ଏହି ପ୍ରସଙ୍ଗରେ ବିଜେପି ଓଡ଼ିଶା ଏବଂ ମୋହନ ଚରଣ ମାଝୀଙ୍କୁ ଟ୍ୟାଗ୍ କରାଯାଇଛି, ଯାହା ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଓଡ଼ିଶା ଏବଂ 'ମୁଁ ସ୍ୱାଭିମାନୀ ଓଡ଼ିଆ' ଭଳି ହ୍ୟାଣ୍ଡେଲଗୁଡ଼ିକ ମଧ୍ୟ ଏହି ଆଲୋଚନାରେ ସାମିଲ ଅଛନ୍ତି।
    user_Gobindraj Behera
    Gobindraj Behera
    Artist Naktideul, Sambalpur•
    1 hr ago
  • ଡୁଙ୍ଗରିପାଲି ବ୍ଲକରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶୁଣାଣି ସମୟରେ ମୋଟ ୬୯ଟି ଦରଖାସ୍ତ ଗ୍ରହଣ କରାଯାଇଛି।
    1
    ଡୁଙ୍ଗରିପାଲି ବ୍ଲକରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶୁଣାଣି ସମୟରେ ମୋଟ ୬୯ଟି ଦରଖାସ୍ତ ଗ୍ରହଣ କରାଯାଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଏକ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ଟିଆରଏଲ୍ କ୍ରୋସାକି କମ୍ପାନୀର ସିଏସଆର ପାଣ୍ଠି ଅଧୀନରେ ୧୨.୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବର୍ଷୀୟାନ ନାଗରିକ ସଂଗଠନ ପାଇଁ ଏକ ନବ ନିର୍ମିତ କ୍ଲବ ଗୃହର ଉଦଘାଟନ କରିଥିଲେ। ସେହିପରି, ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଆରଏଲ୍ କ୍ରୋସାକି କମ୍ପାନୀର ସିଏସଆର ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନବ ନିର୍ମିତ ଶ୍ରେଣୀ କୋଠାର ମଧ୍ୟ ଉଦଘାଟନ କରିଛନ୍ତି। ଏହାପରେ, ବେଲପାହାଡ଼ସ୍ଥିତ ଟିଆରଏଲ୍ କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ପାଇଁ ମୋଟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୦୩ଟି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ଟି ଅଭିଯୋଗ (୧୩ଟି ସାମୂହିକ ଓ ୧୯ଟି ବ୍ୟକ୍ତିଗତ) ଉପରେ ଶୁଣାଣି କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅଭିଯୋଗଗୁଡ଼ିକ ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, ଟିଆରଏଲ୍ କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତ ଏବଂ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗତ ଶନିବାର ବେଲପାହାଡ଼ ସହର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଏକ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପୂଜାରୀ ବେଲପାହାଡ଼ ଗୁମାଡେରାଠାରେ ଟିଆରଏଲ୍ କ୍ରୋସାକି କମ୍ପାନୀର ସିଏସଆର ପାଣ୍ଠି ଅଧୀନରେ ୧୨.୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବର୍ଷୀୟାନ ନାଗରିକ ସଂଗଠନ ପାଇଁ ଏକ ନବ ନିର୍ମିତ କ୍ଲବ ଗୃହର ଉଦଘାଟନ କରିଥିଲେ।

ସେହିପରି, ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଆରଏଲ୍ କ୍ରୋସାକି କମ୍ପାନୀର ସିଏସଆର ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନବ ନିର୍ମିତ ଶ୍ରେଣୀ କୋଠାର ମଧ୍ୟ ଉଦଘାଟନ କରିଛନ୍ତି। ଏହାପରେ, ବେଲପାହାଡ଼ସ୍ଥିତ ଟିଆରଏଲ୍ କ୍ରୋସାକିର ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦ ପାଇଁ ମୋଟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୦୩ଟି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି।

ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳବାସୀଙ୍କ ମୋଟ ୩୨ଟି ଅଭିଯୋଗ (୧୩ଟି ସାମୂହିକ ଓ ୧୯ଟି ବ୍ୟକ୍ତିଗତ) ଉପରେ ଶୁଣାଣି କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅଭିଯୋଗଗୁଡ଼ିକ ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ୟକ୍ଷା ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ, ଟିଆରଏଲ୍ କ୍ରୋସାକି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ବରିଷ୍ଠ ଅଧିକାରୀ ସୁଶାନ୍ତ ଦାଶ, ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ ଦାଶ, ପୌର କାଉନସିଲର କହ୍ନେଇ ଚରଣ ସେଠ, ଯୁଧିଷ୍ଠିର ମୁଖୀ, ବିଭୀଷଣ ରାଉତ ଏବଂ ବୁଦ୍ଧିଜୀବୀ ଅଜୟ କୁମାର ଭ୍ରମରବର ରାଏ, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାହୁ, କୁଳମଣି ବଗାର, ଜେନାମଣି ସେଠ, ରଘୁନନ୍ଦନ ପଣ୍ଡା, ତପନକାନ୍ତ ଜେନା, ଚକାନନ୍ଦ ସା, ଆରତୀ ପ୍ରଧାନ, ମୋନାଲିସା ମୋଦକ, ଉତ୍ତମ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.