logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖରାଦିନ ଆସିଲେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା l ବିଶେଷକରି ସଚେତନତା ଅଭାବରୁ ଲୋକେ ବିଲରେ ନିଆଁ ଲଗେଇ ଦେଉଥିବାରୁ ହଇରାଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ l ଏନେଇ କଣ କହୁଛନ୍ତି କଣ୍ଟାମାଳ ଅଗ୍ନିଶମ ଅଧିକାରୀ ଶୁଣନ୍ତୁ

2 hrs ago
user_OTV SONEPUR
OTV SONEPUR
ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ଖରାଦିନ ଆସିଲେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା l ବିଶେଷକରି ସଚେତନତା ଅଭାବରୁ ଲୋକେ ବିଲରେ ନିଆଁ ଲଗେଇ ଦେଉଥିବାରୁ ହଇରାଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ l ଏନେଇ କଣ କହୁଛନ୍ତି କଣ୍ଟାମାଳ ଅଗ୍ନିଶମ ଅଧିକାରୀ ଶୁଣନ୍ତୁ

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ଇକୋକ୍ଲବ୍ ଆନୁକୂଲ୍ୟରେ ଏକ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଛାତ୍ରୀଛାତ୍ର ମାନେ ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ଇକୋକ୍ଲବ୍ ଆନୁକୂଲ୍ୟରେ ଏକ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଛାତ୍ରୀଛାତ୍ର ମାନେ ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • କୃଷକ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଓ ଅର୍ଥନୀତିର ପ୍ରକୃତ ସାରଥି । ‘ଜୟ କିଷାନ’ର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଡବଲ ଇଞ୍ଜିନ ସରକାର କୃଷକମାନଙ୍କ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ । କୃଷକଙ୍କ ଉନ୍ନତି ହେଉଛି ଦେଶ ଓ ରାଜ୍ୟର ଉନ୍ନତିର ମୂଳ ଭିତ୍ତି । ସେଥିପାଇଁ ଅନ୍ନଦାତାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ନୁହେଁ, ବରଂ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ନିରନ୍ତର ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସମୃଦ୍ଧ କୃଷକ ସଶକ୍ତ ଓଡ଼ିଶା ।
    1
    କୃଷକ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଓ ଅର୍ଥନୀତିର ପ୍ରକୃତ ସାରଥି । ‘ଜୟ କିଷାନ’ର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଡବଲ ଇଞ୍ଜିନ ସରକାର କୃଷକମାନଙ୍କ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ । କୃଷକଙ୍କ ଉନ୍ନତି ହେଉଛି ଦେଶ ଓ ରାଜ୍ୟର ଉନ୍ନତିର ମୂଳ ଭିତ୍ତି । ସେଥିପାଇଁ ଅନ୍ନଦାତାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ନୁହେଁ, ବରଂ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ନିରନ୍ତର ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଉଛି।
ସମୃଦ୍ଧ କୃଷକ ସଶକ୍ତ ଓଡ଼ିଶା ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ଚାଉଳବାଞ୍ଜି ଠାରେ 25 ତମ ଚବିଶ ପ୍ରହର ଅଖଣ୍ଡ ନାମଯଂଜ୍ଞ... ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରା ପଦର ଗ୍ରାମପଞ୍ଚାୟତ ଚାଉଳବାଞ୍ଜି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି 25 ତମ 24 ପ୍ରହର ଅଖଣ୍ଡ ନାମଯଂଜ୍ଞ,ବୁଧବାର ଦିନ କଳସ ଯାତ୍ରା ଆରମ୍ବ ହୋଇଥିବା ବେଳେ ଗୁରୁବାର ଦିନ ନାମ ଆରମ୍ଭ ହୋଇଥିବା ବେଳେ ଏଥିରେ...... ନିମଂତ୍ରିତ ଦଳ ଅଂଶ ଗ୍ରହଣ କରିଥିବା ବେଲେ, ଯଂଜ୍ଞ କର୍ତ୍ତା ରୂପେ ଗ୍ରାମର ସୁମିତ୍ରା ନିଆଲ ସୁବଳ ନିଆଲ କାର୍ଯ୍ୟ ତୁଲାଇଥିବା ବେଲ, ମୁଖ୍ୟ ପୂଜକ ଉଦ୍ଧବ ଚାନ୍ଦ ପୂଜା ଅର୍ଚ୍ଚନା କରିଥିଲେ, ଏବଂ ଗ୍ରାମବାସୀ ସହଯୋଗ କରିଥିଲେ
    3
    ଚାଉଳବାଞ୍ଜି ଠାରେ 25 ତମ ଚବିଶ ପ୍ରହର ଅଖଣ୍ଡ ନାମଯଂଜ୍ଞ...
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରା ପଦର ଗ୍ରାମପଞ୍ଚାୟତ ଚାଉଳବାଞ୍ଜି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି 25 ତମ 24 ପ୍ରହର ଅଖଣ୍ଡ ନାମଯଂଜ୍ଞ,ବୁଧବାର ଦିନ  କଳସ ଯାତ୍ରା ଆରମ୍ବ ହୋଇଥିବା ବେଳେ ଗୁରୁବାର ଦିନ ନାମ ଆରମ୍ଭ ହୋଇଥିବା ବେଳେ ଏଥିରେ...... ନିମଂତ୍ରିତ ଦଳ ଅଂଶ ଗ୍ରହଣ କରିଥିବା ବେଲେ, ଯଂଜ୍ଞ କର୍ତ୍ତା ରୂପେ ଗ୍ରାମର ସୁମିତ୍ରା ନିଆଲ ସୁବଳ ନିଆଲ କାର୍ଯ୍ୟ ତୁଲାଇଥିବା ବେଲ, ମୁଖ୍ୟ ପୂଜକ ଉଦ୍ଧବ ଚାନ୍ଦ ପୂଜା ଅର୍ଚ୍ଚନା କରିଥିଲେ, ଏବଂ ଗ୍ରାମବାସୀ ସହଯୋଗ କରିଥିଲେ
    user_ବସନ୍ତ ମେହେର
    ବସନ୍ତ ମେହେର
    Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    1
    ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    Balangir, Odisha•
    16 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by ODISHA NEWS
    1
    Post by ODISHA NEWS
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.