Shuru
Apke Nagar Ki App…
Ranjan hota
More news from ଓଡ଼ିଶା and nearby areas
- Post by Ranjan hota1
- Post by Sonepur news khulasa1
- ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ।1
- ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।1
- ତରଭା ସେବା ସମବାୟ ସମିତି ରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି1
- 🔴 ଅଜଣା ଗାଡି ଧକ୍କାରେ ତରଭା ଏନଏସି ଜେଇଙ୍କ ମୃତ୍ୟୁ 🔴 ସୋନପୁର–ବଲାଙ୍ଗୀର ରାସ୍ତା ସାନ ଝିଙ୍କି ଛକରେ ଦୁର୍ଘଟଣା 🔴 ମୃତକ ଜେଇ ଅଶୋକ ପଧାନ, ତରଭା ଏନଏସିରେ କାର୍ଯ୍ୟରତ 🔴 ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଲା ଅଜଣା ଗାଡି 🔴 ଘଟଣାସ୍ଥଳରେ ହିଁ ଜେଇ ଅଶୋକ ପଧାନଙ୍କ ମୃତ୍ୟୁ 🔴 ଉଲୁଣ୍ଡା ବ୍ଲକ ବାଘଲପୁର ଗାଁର ଥିଲେ ମୃତ ଅଶୋକ ପଧାନ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଶନିବାର ଦିନ ଇକୋକ୍ଲବ୍ ଆନୁକୂଲ୍ୟରେ ଏକ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଛାତ୍ରୀଛାତ୍ର ମାନେ ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ଥିଲେ।1
- Post by Sonepur news khulasa1