Shuru
Apke Nagar Ki App…
ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
Ajira Samachar
ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଦେଖନ୍ତୁ । ଓଡିଶା ର ପ୍ରତ୍ଯୋକ ଜିଲ୍ଲାର ଖବର । ଖବର ଫଟାଫଟ । ଆଜିର ଖଵର ତା-୧୪/୦୩/୨୦୨୬ ଶନିବାର ।
More news from ଓଡ଼ିଶା and nearby areas
- Post by Ranjan hota1
- ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୁବର୍ଣ୍ଣପୁର: ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।1
- ଶଶୁର ଘରେ ଜୋଇଁ କୁନୁଆଁ l ତରଭା ବ୍ଲକ ମରାଡୋଗୋଛା ପେକ୍ସରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ1
- ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ ମୁଖ୍ଯ ଖବର ଆଜିର ସମାଚାର ଇତିହାସରେ ଆଜି ଦିନ ତା ୧୩/୦୩/୨୦୨୬ ଶୁକ୍ରବାର ଦେଖନ୍ତୁ । ସମ୍ପୂର୍ଣ୍ଣ ଖଵର1
- ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।3
- ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ1
- ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ସେବା ସମବାୟ ସମିତିରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି1
- Post by Sonepur news khulasa1