logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅନ୍ଧ ବିଶ୍ୱାସ ନେଲା ଯୁବକର ଜୀବନ,କୁକୁର କାମୁଡ଼ାରେ ଯୁବକ ଙ୍କ ଜୀବନ ଯିବା ପରେ, ଉଭୟ ପଖରୁ ମେଡ଼ିକାଲରେ ଉତ୍ତେଜନା, କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି

2 hrs ago
user_Rajib Behera
Rajib Behera
ସାମ୍ବାଦିକ Mayurbhanj, Odisha•
2 hrs ago

ଅନ୍ଧ ବିଶ୍ୱାସ ନେଲା ଯୁବକର ଜୀବନ,କୁକୁର କାମୁଡ଼ାରେ ଯୁବକ ଙ୍କ ଜୀବନ ଯିବା ପରେ, ଉଭୟ ପଖରୁ ମେଡ଼ିକାଲରେ ଉତ୍ତେଜନା, କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି

More news from Odisha and nearby areas
  • କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି
    1
    କୁକୁର କାମୁଡ଼ାରେ ଚାଲିଗଲା  ଜଣକ ଜୀବନ ,   ଘଟଣା ଟି ଘଟିଛି  ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ,  ସୂଚନା ମୁତାବିକ  ଯୁବକ ଜଣକ ବିବାହିତ  ଥିବା ବେଳେ  ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ  ଯୁବକଙ୍କୁ କୁକୁର କାମୁଡିବା ପରେ  ଚିକିତ୍ସିତ ହେଉଥିଲେ  ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା  ଜଣା ପଡିଛି , ତେବେ  ଉଦଳା ଡାକ୍ତର ଖାନାରେ  ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ  ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    2 hrs ago
  • ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    1
    ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ
ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    42 min ago
  • ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    1
    ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    1
    ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାରିପଦାରେ ଧାନ କ୍ରୟରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କୃଷକ ମହାସଂଘର ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କୃଷକମାନଙ୍କ ହିତରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ।
    1
    ବାରିପଦାରେ ଧାନ କ୍ରୟରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କୃଷକ ମହାସଂଘର ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କୃଷକମାନଙ୍କ ହିତରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • Post by Jitendra raj
    2
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • 📚 ପରୀକ୍ଷାର ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ✔️ ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା । ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଦଶମ ଶ୍ରେଣୀ ପରୀକ୍ଷା। ଉଦଳା ବ୍ଲକର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ମୋଟ 151 ଜଣ ପରୀକ୍ଷାର୍ଥୀ ଯୋଗଦେଲେ। ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଲେ ଛାତ୍ରଛାତ୍ରୀ — ନାହିଁ କୌଣସି ଅନିୟମିତତା, ନାହିଁ ଅସନ୍ତୋଷ — ସମ୍ପୂର୍ଣ୍ଣ ଶୃଙ୍ଖଳିତ ପରୀକ୍ଷା ପରିବେଶ, AI କ୍ୟାମେରା ନଜରରେ ପରୀକ୍ଷା କେନ୍ଦ୍ର
    2
    📚 ପରୀକ୍ଷାର ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ✔️
ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା । ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଦଶମ ଶ୍ରେଣୀ ପରୀକ୍ଷା।
ଉଦଳା ବ୍ଲକର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର  ସ୍କୁଲ ର ମୋଟ 151 ଜଣ ପରୀକ୍ଷାର୍ଥୀ ଯୋଗଦେଲେ।
ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଲେ ଛାତ୍ରଛାତ୍ରୀ —
ନାହିଁ କୌଣସି ଅନିୟମିତତା, ନାହିଁ ଅସନ୍ତୋଷ — ସମ୍ପୂର୍ଣ୍ଣ ଶୃଙ୍ଖଳିତ ପରୀକ୍ଷା ପରିବେଶ, AI କ୍ୟାମେରା ନଜରରେ ପରୀକ୍ଷା କେନ୍ଦ୍ର
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.