ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ"ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବାଉଳିଗୋଡ ଗ୍ରାମ ପଞ୍ଚାୟତ ର ଜୁହାର ପୁର, ଗୋଦଶନ୍ତ୍ରି , ଭକ୍ତ ପୁର, ଅ ରlହଟ ଗ୍ରାମ ରେ ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗୱାଡ଼ି , ଆଶା, କିଶୋରୀ, କିଶୋରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ୍ ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବାଉଳିଗୋଡ ଗ୍ରାମ ପଞ୍ଚାୟତ ର ଜୁହାର ପୁର, ଗୋଦଶନ୍ତ୍ରି , ଭକ୍ତ ପୁର, ଅ ରlହଟ ଗ୍ରାମ ରେ ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗୱାଡ଼ି , ଆଶା, କିଶୋରୀ, କିଶୋରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l
ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ"ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବାଉଳିଗୋଡ ଗ୍ରାମ ପଞ୍ଚାୟତ ର ଜୁହାର ପୁର, ଗୋଦଶନ୍ତ୍ରି , ଭକ୍ତ ପୁର, ଅ ରlହଟ ଗ୍ରାମ ରେ ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗୱାଡ଼ି , ଆଶା, କିଶୋରୀ, କିଶୋରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l ବିଶ୍ଵ
ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ୍ ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବାଉଳିଗୋଡ ଗ୍ରାମ ପଞ୍ଚାୟତ ର ଜୁହାର ପୁର, ଗୋଦଶନ୍ତ୍ରି , ଭକ୍ତ ପୁର, ଅ ରlହଟ ଗ୍ରାମ ରେ ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗୱାଡ଼ି , ଆଶା, କିଶୋରୀ, କିଶୋରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l
- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l1
- ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.1
- ଗଣେଶ ବଜାର ରେ ଗଣେଶ ପୂଜା ଅନୁଷ୍ଠିତ କିଛି ନିଆରା ପ୍ରୟାସ ରେ ସଜିତ1
- ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। #LatestNews #UpdateNews #apanankakhabara #nuakhai #news #OdishaNews #odisha1
- ହିନ୍ଦୋଳ ଫରେଷ୍ଟକୁ ପ୍ରବେଶ କଲେ ଝାଡାଖଣ୍ଡି ହାତୀ. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ବଣୁଆଁ ହାତୀମାନଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଝାଡ଼ଖଣ୍ଡି ହାତୀଙ୍କ ପ୍ରବେଶ ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି. ଏହି ହାତୀମାନେ ଆଜି ଅନୁଗୋଳ ଡିଭିଜନ ଦେଇ ସଂଜପଡା ଅଂଚଳକୁ ପ୍ରବେଶ କରିଛନ୍ତି. ଏହି ଅଂଚଳରେ ପୂର୍ବରୁ ମଧ୍ୟ ଶହେରୁ ଉର୍ଧ୍ଵ ହାତୀ ରହିଛନ୍ତି.1