Shuru
Apke Nagar Ki App…
ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା। ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା।
All India News
ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା। ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା।
More news from ଓଡ଼ିଶା and nearby areas
- Najane Kaisa Aisah Hai#Viral Hindi Video Song#Kedar#Short#Reels1
- କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।1
- ବେତନଟୀ ନିକଟସ୍ଥ ଦାନ୍ତିଆ ମୁହାର ଫଳ ଓ ପରିବା ଚାଷୀ ମାନେ ଋତୁ କାଳୀନ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଜଣ ସାଧାରଣ ବି ଭିନ୍ନ ଭିନ୍ନ ଫଳ ଖାଇ ପାରୁଛନ୍ତି ।1
- ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଅସ୍ମିତାର ଏକ ବଡ଼ ନିଦର୍ଶନ ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ବରା ଦିବସ।1
- ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ1
- Post by Anantacharan Mohanta1
- #ସୀମା_ଜଗିବେ_ସାପ_କୁମ୍ଭୀର ଭାରତ-ବାଂଲାଦେଶ ସୀମା ଜଗିବେ କୁମ୍ଭୀର, ସାପ । ଅନୁପ୍ରବେଶ ରୋକିବାକୁ ଏହି ସରୀସୃପ ଜାତୀୟ ଜନ୍ତୁମାନଙ୍କୁ ମୁତୟନ କରିବା ଲାଗି ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଦୁଇ ଦେଶ ମଧ୍ୟରେ ଦୀର୍ଘତମ ସୀମା ରହିଥିବା ବେଳେ ଦୁର୍ଗମ ନଦୀ ଓ ନାଳ ଯାଇଥିବାରୁ କିଛି ସ୍ଥାନରେ ପ୍ରାଚୀର ନିର୍ମାଣ ହୋଇପାରିନାହିଁ । ସେହି ସ୍ଥାନରେ ଅନୁପ୍ରବେଶ ରୋକିବା ଲାଗି କେନ୍ଦ୍ର ସରକାର କୁମ୍ଭୀର, ସାପକୁ ଛାଡିବା ଲାଗି ଯୋଜନା କରୁଛନ୍ତି #IndiaSecurity_BorderControl #IndiaBangladesh_BorderManagement #WildlifeSecurity_Initiative #CrocodileSnake_BorderUse #BorderSecurityInnovation #IllegalEntryPrevention #ReptileDeterrent_Border #SeemaSuraksha_India #BorderMeasures_India #OdishaTV1
- କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ପୌରପରିଷଦ ପକ୍ଷରୁ ଆଜି କାର୍ଯ୍ୟାଳୟ ସଭାଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କୁସ୍କୁଙ୍କ ପରିଚାଳନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ,ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ୱରୂପ କୁମାର୍ ପରିଜା ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କରଞ୍ଜିଆ ସହରର ୧୫ ଗୋଟି ୱାର୍ଡ ରୁ ୬୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀ ମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଦିଗରେ ସ୍ଥାନୀୟ ୱାର୍ଡ କାଉନସିଲର ବୃନ୍ଦ ସହଯୋଗ କରିବାକୁ ବିଧାୟକ ଶ୍ରୀ ହାଇବୁରୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।1
- "ଜୀବନ ଅମ୍ରିତ" ଟ୍ରଷ୍ଟ ପକ୍ଷରୁ ବାଲେଶ୍ବର ସହରରେ ସୌନ୍ଦର୍ଯ୍ୟ କରଣ ପାଇଁ ବୃକ୍ଷ ରୋପଣ।1