logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଆଇ ମାଙ୍କଡ଼ା ପଥର ଖଦାନ ଉପରେ ପୋଲିସ ଚଢାଉ, ପଥର କଟା ମେସିନ,ସ୍କୁଟି ଓ ମଟରସାଇକେଲ ଛାଡ଼ି ଦୈାଡି ପଳାଇଲେ ମାଫିଆ କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।

2 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
2 hrs ago

ବେଆଇ ମାଙ୍କଡ଼ା ପଥର ଖଦାନ ଉପରେ ପୋଲିସ ଚଢାଉ, ପଥର କଟା ମେସିନ,ସ୍କୁଟି ଓ ମଟରସାଇକେଲ ଛାଡ଼ି ଦୈାଡି ପଳାଇଲେ ମାଫିଆ କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।

More news from Mayurbhanj and nearby areas
  • କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    1
    କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    2 hrs ago
  • Post by Anantacharan Mohanta
    1
    Post by Anantacharan Mohanta
    user_Anantacharan Mohanta
    Anantacharan Mohanta
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    2 hrs ago
  • ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା।
    1
    ଓଡ଼ିଶାରୁ ବାଂଲାଦେଶ ଭାୟା ପଶ୍ଚିମବଙ୍ଗ। ଗୋ ତସ୍କରୀ ନେଟୱାର୍କର କ୍ରାଇମ୍ କରିଡ଼ର୍। ମୟୂରଭଞ୍ଜ ଜିଲ୍ଲାକୁ ଟ୍ରାନ୍ଜିଟ୍ ରୁଟ୍ ବନାଇ ଗୋ ମାଫିଆ ପ୍ରତିଦିନ ଚଳାଇଛନ୍ତି ଅବାଧ ଗୋ ଚାଲାଣ। କାଲିଠୁ ଉତ୍ତର ଓଡ଼ିଶାର ୩୩ରୁ ଅଧିକ ସ୍ଥାନରେ ରେଡ୍ ପରେ ସାମ୍ନାକୁ ଆସୁଛି କୁଖ୍ୟାତ ଚାଲାଣକାରୀଙ୍କ ଚେହେରା।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    14 min ago
  • 👇 ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର — ଉଦଳାରେ ଚଞ୍ଚଳତା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ନାବରା ସଂରକ୍ଷିତ ଶାଳ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭୁଲ ନିଷ୍ପତ୍ତି ନେଇଗଲେ ଯୁବକ l 📌 ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। 📌 ଘଟଣାସ୍ଥଳରୁ ଗୋଟିଏ ସାଇକେଲ ମଧ୍ୟ ମିଳିଥିବା ଜଣାପଡିଛି। 👉 ପରେ ମୃତକଙ୍କ ପରିଚୟ କଟୁରୀଆ ହୁଡ଼ିସାହି ଗ୍ରାମର ବାରିଆ ସୋରେନ ବୋଲି ଚିହ୍ନଟ ହୋଇଛି। ସେ ବିବାହିତ ଥିବା ସହ ଦୁଇ ସନ୍ତାନର ପିତା ଥିଲେ ଏବଂ ଉଦଳାରେ ଏକ ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ। ⚠️ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଘଟଣା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ। 👮‍♂️ ଉଦଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 💔 ଘଟଣା ପରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ। #odiabharatlive #Mayurbhanj #Udala #BreakingNews #OdishaNews #LocalNews #Justice #RIP
    1
    👇
ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର — ଉଦଳାରେ ଚଞ୍ଚଳତା
ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ନାବରା ସଂରକ୍ଷିତ ଶାଳ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭୁଲ ନିଷ୍ପତ୍ତି ନେଇଗଲେ ଯୁବକ l
📌 ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
📌 ଘଟଣାସ୍ଥଳରୁ ଗୋଟିଏ ସାଇକେଲ ମଧ୍ୟ ମିଳିଥିବା ଜଣାପଡିଛି।
👉 ପରେ ମୃତକଙ୍କ ପରିଚୟ କଟୁରୀଆ ହୁଡ଼ିସାହି ଗ୍ରାମର ବାରିଆ ସୋରେନ ବୋଲି ଚିହ୍ନଟ ହୋଇଛି। ସେ ବିବାହିତ ଥିବା ସହ ଦୁଇ ସନ୍ତାନର ପିତା ଥିଲେ ଏବଂ ଉଦଳାରେ ଏକ ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ।
⚠️ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଘଟଣା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ।
👮‍♂️ ଉଦଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
💔 ଘଟଣା ପରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ।
#odiabharatlive #Mayurbhanj #Udala #BreakingNews #OdishaNews #LocalNews #Justice #RIP
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Abhi bhi Samay hai mere dost Sadhi karle#kedar
    1
    Abhi bhi Samay hai mere dost Sadhi karle#kedar
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବେତନଟୀ ନିକଟସ୍ଥ ଦାନ୍ତିଆ ମୁହାର ଫଳ ଓ ପରିବା ଚାଷୀ ମାନେ ଋତୁ କାଳୀନ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଜଣ ସାଧାରଣ ବି ଭିନ୍ନ ଭିନ୍ନ ଫଳ ଖାଇ ପାରୁଛନ୍ତି ।
    1
    ବେତନଟୀ ନିକଟସ୍ଥ ଦାନ୍ତିଆ ମୁହାର ଫଳ ଓ ପରିବା ଚାଷୀ ମାନେ ଋତୁ କାଳୀନ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଜଣ ସାଧାରଣ ବି ଭିନ୍ନ ଭିନ୍ନ ଫଳ ଖାଇ ପାରୁଛନ୍ତି ।
    user_Kaizan mohanta
    Kaizan mohanta
    ସାମ୍ବାଦିକ Betanati, Mayurbhanj•
    3 hrs ago
  • ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।" ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?" ​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?" ​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    1
    ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।"
ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?"
​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?"
​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ପୌରପରିଷଦ ପକ୍ଷରୁ ଆଜି କାର୍ଯ୍ୟାଳୟ ସଭାଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କୁସ୍କୁଙ୍କ ପରିଚାଳନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ,ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ୱରୂପ କୁମାର୍ ପରିଜା ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କରଞ୍ଜିଆ ସହରର ୧୫ ଗୋଟି ୱାର୍ଡ ରୁ ୬୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀ ମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଦିଗରେ ସ୍ଥାନୀୟ ୱାର୍ଡ କାଉନସିଲର ବୃନ୍ଦ ସହଯୋଗ କରିବାକୁ ବିଧାୟକ ଶ୍ରୀ ହାଇବୁରୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
    1
    କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ପୌରପରିଷଦ ପକ୍ଷରୁ ଆଜି କାର୍ଯ୍ୟାଳୟ ସଭାଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କୁସ୍କୁଙ୍କ ପରିଚାଳନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ,ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ୱରୂପ କୁମାର୍ ପରିଜା ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କରଞ୍ଜିଆ ସହରର ୧୫ ଗୋଟି ୱାର୍ଡ ରୁ ୬୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀ ମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଦିଗରେ ସ୍ଥାନୀୟ ୱାର୍ଡ କାଉନସିଲର ବୃନ୍ଦ ସହଯୋଗ କରିବାକୁ ବିଧାୟକ ଶ୍ରୀ ହାଇବୁରୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.