ଘଣ୍ଟପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ତାଳଚେର :- ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜଗନ୍ନାଥ ଏରିଆ ସିଏସଆର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ଜଗନ୍ନାଥ ଏରିୟା ମେଡ଼ିକାଲ ଅଫିସର ତଥା ଜଗନ୍ନାଥ କୋଲିୟାରୀ ଡିସ୍ପେନସାରୀ ର ଡାକ୍ତର ଶଶୀଧର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲଣ୍ଡା ଡିସ୍ପେନସାରୀର ଶିଶୁ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ଏବଂ ଅନନ୍ତ ଡିସ୍ପେନସାରୀର ଡାକ୍ତର କ୍ରିଷ୍ଣା କୁମାରୀ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରାଯାଇଥିଲା l ଏହି ଶିବିରରେ ଜଗନ୍ନାଥ, ଅନନ୍ତ ଓ ବଲଣ୍ଡା ଡିସ୍ପେନସାରୀର ଫାର୍ମାସିଷ୍ଟ ବିଶ୍ବମ୍ବର ପ୍ରଧାନ, ସୁଜିତ ଦାସ ଓ ଅଭିଷେକ ଶତପଥୀଙ୍କ ସହିତ ରାଜେଶ ନନ୍ଦି, ସନ୍ତୋସିନୀ ସାହୁ, ସ୍ମରଣିକା ବେହେରା, ପ୍ରଶାନ୍ତ କୁମାର ଜେନା, ସେଣ୍ଟଜନ ଆମ୍ବୁଲାନ୍ସ ଅନୁଗୋଳ ଜିଲ୍ଲାର ଅବୈତନିକ ଯୁଗ୍ମ ସମ୍ପାଦକ ତଥା ଏମସିଏଲ ଆମ୍ବୁଲାନ୍ସ ଡିଭିଜନର ଡିଭିଜନ କମାଣ୍ଡର ଦୀନବନ୍ଧୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ଶିବିରରେ ରକ୍ତଚାପ, ମଧୁମେହ, ଶିଶୁମାନଙ୍କର ଏବଂ ବିଭିନ୍ନ ପ୍ରକାରର ରୋଗର ୧୮୭ ଜଣଙ୍କୁ ଚିକିତ୍ସା କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମ ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସହିତ ପୂର୍ବତନ ସୁନିଲ ବିଶ୍ୱାଳ, ସୁନିଲ ପଟ୍ଟନାୟକ, ଅମୀୟ ରତନ ସାହୁ, ନାଏବ ସରପଞ୍ଚ ରାଜୀବ ଦାସ, ଅଶୋକ କୁମାର ଦାସ, ବାଦଲ ସାହୁ ଓ ରଞ୍ଜିତ ସାହୁ ପ୍ରମୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା l
ଘଣ୍ଟପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ତାଳଚେର :- ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜଗନ୍ନାଥ ଏରିଆ ସିଏସଆର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ଜଗନ୍ନାଥ ଏରିୟା ମେଡ଼ିକାଲ ଅଫିସର ତଥା ଜଗନ୍ନାଥ କୋଲିୟାରୀ ଡିସ୍ପେନସାରୀ ର ଡାକ୍ତର ଶଶୀଧର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲଣ୍ଡା ଡିସ୍ପେନସାରୀର ଶିଶୁ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ଏବଂ ଅନନ୍ତ ଡିସ୍ପେନସାରୀର ଡାକ୍ତର କ୍ରିଷ୍ଣା କୁମାରୀ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରାଯାଇଥିଲା l ଏହି ଶିବିରରେ ଜଗନ୍ନାଥ, ଅନନ୍ତ ଓ ବଲଣ୍ଡା ଡିସ୍ପେନସାରୀର ଫାର୍ମାସିଷ୍ଟ ବିଶ୍ବମ୍ବର ପ୍ରଧାନ, ସୁଜିତ ଦାସ ଓ ଅଭିଷେକ
ଶତପଥୀଙ୍କ ସହିତ ରାଜେଶ ନନ୍ଦି, ସନ୍ତୋସିନୀ ସାହୁ, ସ୍ମରଣିକା ବେହେରା, ପ୍ରଶାନ୍ତ କୁମାର ଜେନା, ସେଣ୍ଟଜନ ଆମ୍ବୁଲାନ୍ସ ଅନୁଗୋଳ ଜିଲ୍ଲାର ଅବୈତନିକ ଯୁଗ୍ମ ସମ୍ପାଦକ ତଥା ଏମସିଏଲ ଆମ୍ବୁଲାନ୍ସ ଡିଭିଜନର ଡିଭିଜନ କମାଣ୍ଡର ଦୀନବନ୍ଧୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ଶିବିରରେ ରକ୍ତଚାପ, ମଧୁମେହ, ଶିଶୁମାନଙ୍କର ଏବଂ ବିଭିନ୍ନ ପ୍ରକାରର ରୋଗର ୧୮୭ ଜଣଙ୍କୁ ଚିକିତ୍ସା କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମ ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ସହିତ ପୂର୍ବତନ ସୁନିଲ ବିଶ୍ୱାଳ, ସୁନିଲ ପଟ୍ଟନାୟକ, ଅମୀୟ ରତନ ସାହୁ, ନାଏବ ସରପଞ୍ଚ ରାଜୀବ ଦାସ, ଅଶୋକ କୁମାର ଦାସ, ବାଦଲ ସାହୁ ଓ ରଞ୍ଜିତ ସାହୁ ପ୍ରମୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା l
- ଜୟ ଜଗନ୍ନାଥ1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- ଜୟ ଜଗନ୍ନାଥ 🙏🙏🙏🙏1
- Post by Banshidhar Bemal1
- Post by Dharmu Oram1
- #ଦନ୍ତାକୁ_ମାରିଲା_କିଏ? ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି। ଏହା ସହିତ ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି। #ElephantBombInjury_Mayurbhanj #BangiriposiElephantCase #WildlifeCruelty #SaveElephants #ForestInvestigation1
- କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା କlର୍ଣ୍ଣିଭlଲ ଶୋଭା ଯାତ୍ରା1
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- Post by Sandeep Barla1