Shuru
Apke Nagar Ki App…
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଓରମାସ ଅଧ୍ୟକ୍ଷ ଏବଂ ଜଗତସିଂହପୁର ଜିଲ୍ଲା ସାଂସଦଙ୍କ ପିଏ, ମାଡାମ୍ ଗୀତାଞ୍ଜଳି ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।
Bharat ମାତା
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଓରମାସ ଅଧ୍ୟକ୍ଷ ଏବଂ ଜଗତସିଂହପୁର ଜିଲ୍ଲା ସାଂସଦଙ୍କ ପିଏ, ମାଡାମ୍ ଗୀତାଞ୍ଜଳି ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।
More news from Odisha and nearby areas
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଓରମାସ ଅଧ୍ୟକ୍ଷ ଏବଂ ଜଗତସିଂହପୁର ଜିଲ୍ଲା ସାଂସଦଙ୍କ ପିଏ, ମାଡାମ୍ ଗୀତାଞ୍ଜଳି ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।1
- ରାଜ୍ୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଓଡ଼ିଶାର ବିକାଶ ଯାତ୍ରାକୁ ଏକ ନୂତନ ଗତି ପ୍ରଦାନ କରିଛି। ଏହି ପ୍ରଗତିର ନୂତନ ଅଧ୍ୟାୟ 'ଲୋକଙ୍କ ସରକାର'ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜର ପବିତ୍ର ମାଟିରୁ ଆରମ୍ଭ ହୋଇଛି, ଯାହା 'ବିକାଶର ଧାରା, ଓଡ଼ିଶା ସାରା' ମନ୍ତ୍ରକୁ ସାର୍ଥକ କରିଛି। ଶିଳ୍ପ, ଶକ୍ତି, ରେଳ ଏବଂ ସଡ଼କ ଭିତ୍ତିଭୂମିରେ କରାଯାଇଥିବା ଏହି ବୃହତ୍ ନିବେଶ ଓଡ଼ିଶାକୁ ସମୃଦ୍ଧି, ରୋଜଗାର ଏବଂ ସର୍ବାଙ୍ଗୀନ ବିକାଶର ଏକ ନୂତନ ଶିଖରକୁ ନେଇଯିବ ବୋଲି ଆଶା କରାଯାଉଛି।1
- ଭୁବନେଶ୍ୱରସ୍ଥିତ ରାମେଶ୍ୱର ମାଉସୀ ମା ମନ୍ଦିରରେ ଦେବୟୁଗ ପରିବାର ପକ୍ଷରୁ ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି।1
- ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ରୋଡ୍ ସ୍ଥିତ ଜଳବାୟୁ ଟାୱାର ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁ କାନ୍ଦିବାର ଶବ୍ଦ ଶୁଭିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଜଣେ ଦେଖଣାହାରୀ ଏହି ଶବ୍ଦ ଶୁଣି ଭରତପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ପାଖ ରାସ୍ତାକଡ଼ ବୁଦାରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁଟିକୁ ଖୋଜି ପାଇ ନଥିଲା।1
- ପ୍ରଶାସନିକ ସେବା କ୍ଷେତ୍ରର ଜଣେ ପରିଚିତ ତଥା ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ତାଙ୍କର ଏହି ଯୋଗଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ, ପୂର୍ବତନ ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଶ୍ରୀମତୀ ସୁଜାତା ରାଉତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ନେତୃବୃନ୍ଦ କହିଥିଲେ ଯେ ଶ୍ରୀମତୀ ସୁଜାତା ରାଉତଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା, ଜନସେବା ପ୍ରତି ନିଷ୍ଠା ଏବଂ ଉନ୍ନୟନମୂଳକ ଦୃଷ୍ଟିଭଙ୍ଗୀ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବ। ସେମାନେ ମତ ପ୍ରକାଶ କରିଥିଲେ ଯେ ରାଜ୍ୟର ସାମଗ୍ରିକ ବିକାଶ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ। ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ବିଜୁ ଜନତା ଦଳରେ ଯୋଗଦେଇ ଦଳର ଆଦର୍ଶ ଓ ଜନମୁଖୀ କାର୍ଯ୍ୟଧାରାକୁ ଆଗକୁ ନେବା ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ଉପସ୍ଥିତ ରହି ନୂତନ ସଦସ୍ୟାଙ୍କୁ ସ୍ୱାଗତ ଜଣାଇଥିଲେ।1
- ଏକ ଗ୍ରାମରେ ଗ୍ରାମଦେବତୀ ମା କୁତାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ମାନ୍ୟବର କୋର୍ଟଙ୍କ ଧାରା ୧୬୩ ସତ୍ତ୍ୱେ ମଧ୍ୟ ମା କୁତାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।1
- କେନ୍ଦ୍ରାପଡ଼ାର ଚାମେଲି ଓଝା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କର ଏହି ଧାରଣା ବିଡ଼ିଓ, ଜଣେ ବିଧାୟକ ଏବଂ ତାଙ୍କୁ ଅପମାନିତ କରିଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କରାଯାଇଛି।1
- ଗୋପରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଗୋପ ହସ୍ପିଟାଲରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକ ହେଲେ ଗୋପ ବ୍ଲକ ଅନ୍ତର୍ଗତ ଓଡ଼ମ୍ବା ଗ୍ରାମର ସୁବାସ ସ୍ୱାଇଁ। ଗତକାଲି ବିଦ୍ୟୁତ ଆଘାତରେ ଏହି ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।1