ଆଜି ସକାଳ 10 ଟା ବେଳେ ଡାକ୍ତରଖାନାରୁ ଫେରିବା ବେଳେ ମୋ ପୁଅର ଆଗ୍ରହ ଯୋଗୁ ନୂଆ କଲେକ୍ଟୋରେଟ ଅଫିସ ଅଞ୍ଚଳ ଦେଖାଇବାକୁ ନେଉଥିଲି। ଏତିକି ବେଳେ ଦେଖିଲି ବିଦ୍ୟୁତ ବିଭାଗ ସମ୍ମୁଖ ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଛି। "ବାବା, କିଏ ନିଆଁ ଲଗାଇ ଦେଇଚି, ଶୀଘ୍ର ଫୋନ କର।" ମୋ ପୁଅ କହି ପାଟି କଲା। ବନ ବିଭାଗର କଣ୍ଟ୍ରୋଲ ରୁମକୁ ଫୋନ କଲି। ଆମେ ଶୀଘ୍ର ଯାଉଛୁ ବୋଲି ଉତ୍ତର ଆସିଲା। ଗୋଟିଏ ଗୋଟିଏ ସେକେଣ୍ଡରେ ମାଡି ଯାଉଥିଲା ନିଆଁ। ଆଜି ଛୁଟି ଥିଲେ ବି ଅନେକ ଲୋକ ସେ ରାସ୍ତାରେ ନିର୍ବିକାର ଚିତ୍ତରେ ଯାଉଥିଲେ। ହାଏ, ଏ ଦୃଶ୍ଯ ସେମାନଙ୍କ ମନକୁ ସାମାନ୍ୟତମ ଆନ୍ଦୋଳନ କରୁନଥିଲା। ଆଜି ସକାଳ 10 ଟା ବେଳେ ଡାକ୍ତରଖାନାରୁ ଫେରିବା ବେଳେ ମୋ ପୁଅର ଆଗ୍ରହ ଯୋଗୁ ନୂଆ କଲେକ୍ଟୋରେଟ ଅଫିସ ଅଞ୍ଚଳ ଦେଖାଇବାକୁ ନେଉଥିଲି। ଏତିକି ବେଳେ ଦେଖିଲି ବିଦ୍ୟୁତ ବିଭାଗ ସମ୍ମୁଖ ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଛି। "ବାବା, କିଏ ନିଆଁ ଲଗାଇ ଦେଇଚି, ଶୀଘ୍ର ଫୋନ କର।" ମୋ ପୁଅ କହି ପାଟି କଲା। ବନ ବିଭାଗର କଣ୍ଟ୍ରୋଲ ରୁମକୁ ଫୋନ କଲି। ଆମେ ଶୀଘ୍ର ଯାଉଛୁ ବୋଲି ଉତ୍ତର ଆସିଲା। ଗୋଟିଏ ଗୋଟିଏ ସେକେଣ୍ଡରେ ମାଡି ଯାଉଥିଲା ନିଆଁ। ଆଜି ଛୁଟି ଥିଲେ ବି ଅନେକ ଲୋକ ସେ ରାସ୍ତାରେ ନିର୍ବିକାର ଚିତ୍ତରେ ଯାଉଥିଲେ। ହାଏ, ଏ ଦୃଶ୍ଯ ସେମାନଙ୍କ ମନକୁ ସାମାନ୍ୟତମ ଆନ୍ଦୋଳନ କରୁନଥିଲା।

- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 63729661271
- ସୁବର୍ଣ୍ଣପୁର: ଶନି ଦଶାରୁ ମୁକ୍ତି ପାଇଲେ ରୁଦ୍ରନାଥ। ଅଷ୍ଟ ଶମ୍ଭୁଙ୍କ ମଧ୍ୟରୁ ରୁଦ୍ରନାଥ ଅନ୍ୟତମ।1
- Post by SONEPUR NEWS1
- ସୁବର୍ଣ୍ଣପୁର ଜିଲ୍ଲାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଙ୍କ ଲୀଳା କୁ ନାଟକ ମାଧ୍ୟମରେ ପ୍ରଦର୍ଶିତ କରି ଗାଁ ଗାଁ ରେ ଭାଇଚାରା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି କଳାକାର ମାନେ। ଫଳରେ ଅନେକ ଗ୍ରାମରେ ଭକ୍ତି ର ବାତାବରଣ ସୃଷ୍ଟି ହେଉଛି।2
- NH Said ରେ ଗାତ accident ହେବାର ସମ୍ଭା ବନା1
- ଅନୁଗୁଳ ଜିଲ୍ଲା ହରିପୁର ଗ୍ରାମରେ ଏକ ନଦୀ ରୁ ଛୁଟ ହାତୀ ଉଦ୍ଧାର କରାଗଲା ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର1
- Post by Sonepur news khulasa1