logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲା ର ତିଳେଇମାଲ ଠାରେ ହୁ ହୁ ହେଇ ଜଳୁଛି ବାରପାହାଡ଼ ଜଙ୍ଗଲ l ବିପଦରେ ବନ୍ୟଜନ୍ତୁ ଓ ତିଳେଇମାଲ l

7 hrs ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
7 hrs ago

ସୁବର୍ଣ୍ଣପୁର ଜିଲ୍ଲା ର ତିଳେଇମାଲ ଠାରେ ହୁ ହୁ ହେଇ ଜଳୁଛି ବାରପାହାଡ଼ ଜଙ୍ଗଲ l ବିପଦରେ ବନ୍ୟଜନ୍ତୁ ଓ ତିଳେଇମାଲ l

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲାର ଦାଦନ ସମସ୍ୟା ଚିନ୍ତାଜନକ
    1
    ସୁବର୍ଣ୍ଣପୁର ଜିଲ୍ଲାର ଦାଦନ ସମସ୍ୟା ଚିନ୍ତାଜନକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୪/୨୦୨୬ ଶନିଵାର । ସଂଦ୍ଧ୍ଯା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୧୧/୦୪/୨୦୨୬ ଶନିଵାର । ସଂଦ୍ଧ୍ଯା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ବରଗଡ଼ ଜିଲ୍ଲା ରେ ବଜରଙ୍ଗ ଦଳ ରାଲି କରୁଛନ୍ତି 🙏 ହୁନୁମାନ ଜୟନ୍ତୀ ଉପଲକ୍ଷ ବଜରଙ୍ଗ ଦଳ ରାଲି କରୁଛନ୍ତି
    1
    ବରଗଡ଼ ଜିଲ୍ଲା ରେ ବଜରଙ୍ଗ ଦଳ ରାଲି କରୁଛନ୍ତି 🙏 ହୁନୁମାନ ଜୟନ୍ତୀ ଉପଲକ୍ଷ ବଜରଙ୍ଗ ଦଳ ରାଲି କରୁଛନ୍ତି
    user_D K ODISHA NEWS
    D K ODISHA NEWS
    Video Creator ବରଗଡ଼, ବରଗଡ଼, ଓଡ଼ିଶା•
    16 hrs ago
  • Gali mein दो-तीन bar complaint De chuka hun Koi solution nahin ho raha hai agar ho sake to isko thoda jaldi saaf karaea Mera SMC se yahi request hai isko thoda jaldi theek karaea
    4
    Gali mein दो-तीन bar complaint De chuka hun Koi solution nahin ho raha hai agar ho sake to isko thoda jaldi saaf karaea  Mera SMC se yahi request hai isko thoda jaldi theek karaea
    user_Suraj Nair
    Suraj Nair
    ଆଇଁଠାପାଲି, ସମ୍ବଲପୁର, ଓଡ଼ିଶା•
    6 hrs ago
  • नारी शक्ति का सम्मान, सशक्त लोकतंत्र की पहचान। आज पुरी में माताओं-बहनों ने 9667173333 पर मिस्ड कॉल करके नारी शक्ति वंदन अधिनियम को समर्थन किया। #NariShaktiVandan #WomenEmpowerment
    1
    नारी शक्ति का सम्मान, सशक्त लोकतंत्र की पहचान। आज पुरी में माताओं-बहनों ने 9667173333 पर मिस्ड कॉल करके नारी शक्ति वंदन अधिनियम को समर्थन किया। #NariShaktiVandan #WomenEmpowerment
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    8 hrs ago
  • ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା। ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା 
ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର   ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା।  ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ   ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ  ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା  ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ  ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି।
ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    2 hrs ago
  • कोडरमा नवलशाही थाना क्षेत्र अंतर्गत कोडरमा के गिरिडीह मुख्य मार्ग स्थित कानिकेंद में माँ चंचालिनी धाम के मुख्य द्वार के समीप एक हिरन की मौत अज्ञात वाहन के चपेट में आने से सड़क पार कर रहे हिरण की मौत।
    1
    कोडरमा नवलशाही थाना क्षेत्र अंतर्गत कोडरमा के गिरिडीह मुख्य मार्ग स्थित कानिकेंद में माँ चंचालिनी धाम के मुख्य द्वार के समीप एक हिरन की मौत अज्ञात वाहन के चपेट में आने से सड़क पार कर रहे हिरण की मौत।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    9 hrs ago
  • ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ  ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ  ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍  ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି।
ଗୋପ ଦଶମଲି ରୁ 
ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • ୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼:
    1
    ୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼:
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.