logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରା ଚାଲାଣ, ଗୋପ ପ୍ରଶାସନ ଚୁପ୍ ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର

5 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
5 hrs ago

ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରା ଚାଲାଣ, ଗୋପ ପ୍ରଶାସନ ଚୁପ୍ ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର

More news from ଓଡ଼ିଶା and nearby areas
  • ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା। ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା 
ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର   ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା।  ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ   ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ  ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା  ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ  ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି।
ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।
    1
    ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।
    user_ସେବକ ମିଶ୍ର
    ସେବକ ମିଶ୍ର
    ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 6372966127
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 6372966127
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର: ଶନି ଦଶାରୁ ମୁକ୍ତି ପାଇଲେ ରୁଦ୍ରନାଥ। ଅଷ୍ଟ ଶମ୍ଭୁଙ୍କ ମଧ୍ୟରୁ ରୁଦ୍ରନାଥ ଅନ୍ୟତମ।
    1
    ସୁବର୍ଣ୍ଣପୁର: ଶନି ଦଶାରୁ ମୁକ୍ତି ପାଇଲେ ରୁଦ୍ରନାଥ। ଅଷ୍ଟ ଶମ୍ଭୁଙ୍କ ମଧ୍ୟରୁ ରୁଦ୍ରନାଥ ଅନ୍ୟତମ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ  ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ  ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍  ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି।
ଗୋପ ଦଶମଲି ରୁ 
ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.