logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖାଲିରେ ନଷ୍ଟି ହେଉଛି ଜଳ । ସେପଟେ ଗ୍ରାମରେ ଠିକ୍ ଭାବରେ ଜଳ ଯୋଗାଣ ହୋଇ ପାରୁ ନାହିଁ । ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।

8 hrs ago
user_ସେବକ ମିଶ୍ର
ସେବକ ମିଶ୍ର
ଧରାକୋଟେ, ଗଞ୍ଜାମ, ଓଡ଼ିଶା•
8 hrs ago

ଖାଲିରେ ନଷ୍ଟି ହେଉଛି ଜଳ । ସେପଟେ ଗ୍ରାମରେ ଠିକ୍ ଭାବରେ ଜଳ ଯୋଗାଣ ହୋଇ ପାରୁ ନାହିଁ । ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।

More news from ଓଡ଼ିଶା and nearby areas
  • ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ  ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ  ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍  ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି।
ଗୋପ ଦଶମଲି ରୁ 
ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    7 hrs ago
  • ଆଜି ତାରିଖ 11 ଏପ୍ରିଲ୍ 2026 ସନ୍ଧ୍ୟା 6 ସମୟ ରେ, ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ , କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମାଲ୍ଲୀକାର୍ଜୁନ ଖଡଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଙ୍କ କୁଶପୁତ୍ତଳିକା ଦାହ କରାଗଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ତ୍ରିନାଥ ପାତ୍ର , ପାପା ରାଓ, ବି ଜନାର୍ଦ୍ଦନ ରାଓ, ଯୁବ ନେତା ସୂର୍ଯୟନାରାୟଣ ପାତ୍ର, ଜାସ୍ମିନ୍ ଶେଖ୍, ରଞ୍ଜିତ ପାଣିଗ୍ରାହି, ମୂନା ମହାରଣା, ପାର୍ଥରାଜ ପାଳ, ରାଜା, ଦିପୁ ସାହୁ ଆଦି ସମସ୍ତେ ଉପସ୍ଥିତ ଥିଲେ ।
    1
    ଆଜି ତାରିଖ 11 ଏପ୍ରିଲ୍ 2026 ସନ୍ଧ୍ୟା 6 ସମୟ ରେ, ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ , କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମାଲ୍ଲୀକାର୍ଜୁନ ଖଡଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା  ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଙ୍କ କୁଶପୁତ୍ତଳିକା ଦାହ କରାଗଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ତ୍ରିନାଥ ପାତ୍ର , ପାପା ରାଓ, ବି ଜନାର୍ଦ୍ଦନ ରାଓ, ଯୁବ ନେତା ସୂର୍ଯୟନାରାୟଣ ପାତ୍ର, ଜାସ୍ମିନ୍ ଶେଖ୍, ରଞ୍ଜିତ ପାଣିଗ୍ରାହି, ମୂନା ମହାରଣା, ପାର୍ଥରାଜ ପାଳ, ରାଜା, ଦିପୁ ସାହୁ ଆଦି ସମସ୍ତେ ଉପସ୍ଥିତ ଥିଲେ ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • ଢେଙ୍କାନାଳ ଜିଲ୍ଲା ଉପାନ୍ତ ଅଞ୍ଚଳ ହିନ୍ଦୋଳ ଏନ ଏ ସି ର ଖରମୁଳ ଠାରେ ଆଜି ବିଜେପି ପକ୍ଷରୁ 47ତମ ପ୍ରତିଷ୍ଠା ଉତ୍ସବ ସମାରୋହ ରେ ଅନୁଷ୍ଠିତ. ଏଥିଲେ ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ବିଧାୟିକା ସୀମାରାଣୀ ନାୟକ.
    1
    ଢେଙ୍କାନାଳ ଜିଲ୍ଲା ଉପାନ୍ତ ଅଞ୍ଚଳ ହିନ୍ଦୋଳ ଏନ ଏ ସି ର ଖରମୁଳ ଠାରେ ଆଜି ବିଜେପି ପକ୍ଷରୁ 47ତମ ପ୍ରତିଷ୍ଠା ଉତ୍ସବ ସମାରୋହ ରେ ଅନୁଷ୍ଠିତ. ଏଥିଲେ ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ବିଧାୟିକା ସୀମାରାଣୀ ନାୟକ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧କୁଇଁଟାଲ ୬୯୦କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି ।ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡ ରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ କାଳୁଚରଣ କୁ ଗିରଫ କରିଥିଲା । ସେହିପରି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ କରିଛି । ୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ । ସେହିପରି ଖୋର୍ଦ୍ଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।
    1
    ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ 
ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧କୁଇଁଟାଲ ୬୯୦କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି  ।ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡ ରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ  କାଳୁଚରଣ କୁ ଗିରଫ କରିଥିଲା । ସେହିପରି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ କରିଛି । ୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର,  ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ । ସେହିପରି ଖୋର୍ଦ୍ଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    9 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    16 min ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    21 min ago
  • ସ୍ଵଛ ଭାରତ ଯୋଜନା ରେ ଵିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. କେଉଁଠି ନେତା କେଉଁଠି ଅଧିକାରୀ ସଫାଜାଗା କୁ ଓଳାଉ ଥିବା ବେଳେ ତୣଣମୂଳ ସ୍ଥରରେ କିନ୍ତୁ ଗଦାଗଦା ଅଳିଆ ଦେଖିବାକୁ ମିଳୁଛି। ଏପରିକି ଜଟଣୀ ନଗର ପାଳିକାର 9ନମ୍ଵର ଓ୍ଵାର୍ଡ ରେ ଥିବା ସରକାରୀ ଡାକ୍ତର ଖାନା ପଛପଟର ଅଳିଆ ଦୣଶ୍ୟ ଦେଖିଲେ ଗାଁ ପରିମଳ.... ତୁଠରୁ ଦିଶିଲା ପରି ନଗର ପାଳିକା ର ସ୍ଵଛ୍ଛ ଭାରତ ଆଭିଯାନ ର ଗତି ଷ୍ପଷ୍ଠ ଅନୁମେୟ।
    2
    ସ୍ଵଛ ଭାରତ ଯୋଜନା ରେ ଵିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. କେଉଁଠି ନେତା କେଉଁଠି ଅଧିକାରୀ ସଫାଜାଗା କୁ ଓଳାଉ ଥିବା ବେଳେ ତୣଣମୂଳ ସ୍ଥରରେ କିନ୍ତୁ ଗଦାଗଦା ଅଳିଆ ଦେଖିବାକୁ ମିଳୁଛି। ଏପରିକି ଜଟଣୀ ନଗର ପାଳିକାର 9ନମ୍ଵର ଓ୍ଵାର୍ଡ ରେ ଥିବା ସରକାରୀ ଡାକ୍ତର ଖାନା ପଛପଟର ଅଳିଆ ଦୣଶ୍ୟ ଦେଖିଲେ ଗାଁ ପରିମଳ.... ତୁଠରୁ ଦିଶିଲା ପରି ନଗର ପାଳିକା ର ସ୍ଵଛ୍ଛ ଭାରତ ଆଭିଯାନ ର ଗତି ଷ୍ପଷ୍ଠ ଅନୁମେୟ।
    user_Jogesh Chandra nayak
    Jogesh Chandra nayak
    Agistment service ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Post by Pitambar Sahu
    1
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    43 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.