ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା। ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର

- ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା। ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।1
- Post by Rabindra Mandal1
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 63729661271
- ସୁବର୍ଣ୍ଣପୁର: ଶନି ଦଶାରୁ ମୁକ୍ତି ପାଇଲେ ରୁଦ୍ରନାଥ। ଅଷ୍ଟ ଶମ୍ଭୁଙ୍କ ମଧ୍ୟରୁ ରୁଦ୍ରନାଥ ଅନ୍ୟତମ।1
- Post by SONEPUR NEWS1
- ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1