logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଡ଼ ଦାଣ୍ଡରେ ଧୁମ ଧାମରେ ରାହାଗିରି 2025 ପାଳିତ ।

7 hrs ago
user_AK14TV
AK14TV
Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
7 hrs ago

ବଡ଼ ଦାଣ୍ଡରେ ଧୁମ ଧାମରେ ରାହାଗିରି 2025 ପାଳିତ ।

More news from ଓଡ଼ିଶା and nearby areas
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    4 hrs ago
  • ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର, ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    1
    ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ 
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର  ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି  | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର,  ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ  ଆଦିବାସୀ  ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    1
    ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    user_Ganjam Khabar
    Ganjam Khabar
    Journalist Dharakote, Ganjam•
    4 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    5 hrs ago
  • ପୋଲସରା ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଧାନ ​ପୋଲସରା (ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଖଳାରେ ଗଦା ହୋଇ ରହିଥିବା ଧାନ ଗଦାରେ ନିଆଁ ଲାଗିଯିବା ଫଳରେ ଚାଷୀଙ୍କ ବର୍ଷକର କଷ୍ଟ ଅର୍ଜିତ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ​ଘଟଣାର ବିବରଣୀ: ​ନିଆଁର ପ୍ରକୋପ: ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହାଫଳରେ ପାଖାପାଖି ଥିବା ଅନ୍ୟ ଧାନ ଗଦାଗୁଡ଼ିକ ମଧ୍ୟ ନିଆଁ କବଳକୁ ଆସିଯାଇଥିଲା। ​କ୍ଷୟକ୍ଷତି: ଏହି ଅଗ୍ନିକାଣ୍ଡରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁସାରେ, ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହାନି ଘଟିଛି। ​ଉଦ୍ଧାର କାର୍ଯ୍ୟ: ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲସରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଅଧିକାଂଶ ଧାନ ପୋଡ଼ି ସାରିଥିଲା। ​ଅସନ୍ତୋଷ ଓ ଦାବି: ​ଧାନ ଅମଳ କରି ଘରକୁ ନେବା ପୂର୍ବରୁ ଏଭଳି ବିପତ୍ତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ, କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ନେଇ ସନ୍ଦେହ କରାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    1
    ପୋଲସରା ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଧାନ
​ପୋଲସରା (ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଖଳାରେ ଗଦା ହୋଇ ରହିଥିବା ଧାନ ଗଦାରେ ନିଆଁ ଲାଗିଯିବା ଫଳରେ ଚାଷୀଙ୍କ ବର୍ଷକର କଷ୍ଟ ଅର୍ଜିତ ଫସଲ ପୋଡ଼ି ପାଉଁଶ ହୋଇଯାଇଛି।
​ଘଟଣାର ବିବରଣୀ:
​ନିଆଁର ପ୍ରକୋପ: ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହାଫଳରେ ପାଖାପାଖି ଥିବା ଅନ୍ୟ ଧାନ ଗଦାଗୁଡ଼ିକ ମଧ୍ୟ ନିଆଁ କବଳକୁ ଆସିଯାଇଥିଲା।
​କ୍ଷୟକ୍ଷତି: ଏହି ଅଗ୍ନିକାଣ୍ଡରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁସାରେ, ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହାନି ଘଟିଛି।
​ଉଦ୍ଧାର କାର୍ଯ୍ୟ: ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲସରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଅଧିକାଂଶ ଧାନ ପୋଡ଼ି ସାରିଥିଲା।
​ଅସନ୍ତୋଷ ଓ ଦାବି:
​ଧାନ ଅମଳ କରି ଘରକୁ ନେବା ପୂର୍ବରୁ ଏଭଳି ବିପତ୍ତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ, କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ନେଇ ସନ୍ଦେହ କରାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    11 hrs ago
  • gahangu gaa kadli gacha holitipodichi🥺🥺❌🤣🤣🤣
    1
    gahangu gaa kadli gacha holitipodichi🥺🥺❌🤣🤣🤣
    user_ମୋର ଗାଁ ଗହଙ୍ଗୁ
    ମୋର ଗାଁ ଗହଙ୍ଗୁ
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    8 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.