ଅମର୍ଦ୍ଦା ରୋଡ ସ୍ଥିତ ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ବିଦାୟ କାଳୀନ ଉତ୍ସବ। ବାଲେଶ୍ଵର ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଅମର୍ଦ୍ଦା ରୋଡ ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରୀ ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଉକ୍ତ ଉତ୍ସବରେ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଶିକ୍ଷକ ବିକର୍ତ୍ତନ ସାହୁ,ମୁଖ୍ୟବକ୍ତା ଶିକ୍ଷକ ମହେନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି କୋଷ୍ଠାକଲେଜ ଅଧ୍ୟାପକ ଅନିଲ କୁମାର ଭୂୟାଁ,ବିଶିଷ୍ଟ ଅତିଥିଭାବେ ସଙ୍ଗୀତକାର ଓ ସମାଜ ସେବୀ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବିଦାୟୀଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ଯତ ବିଷୟରେ ବର୍ଣ୍ଣନା କରିଥିଲେ । +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ଗଠନ ପାଇଁ ପ୍ରେରଣା ଦେବା ସହିତ ଶିକ୍ଷାର ମାନଦଣ୍ଡକୁ ମାନବ କଲ୍ୟାଣ ପାଇଁ ଉଦ୍ୟମ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ବିଦାୟୀ ଛାତ୍ରଛାତ୍ରୀମାନେ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସାନଭାଇ ମାନଙ୍କ ସହିତ ବିତାଇ ଥିବା ଅନୁଭୂତି ଓ ଛାଡି ଚାଲିଯାଉଥିବା ଦୁଃଖ ପ୍ରକାଶ କରିଥିଲେ। ଉକ୍ତ ସଭାକାର୍ଯ୍ୟକୁ କବି ତଥା ଇଞ୍ଜେଲ ଟ୍ୟୁଟେରାଲର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାଳିକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆନନ୍ଦ କୁମାର ଦାସ, ମୋନା ଲିସା ବେହେରା,ଗଙ୍ଗାରାଣୀ ମଣ୍ଡଳ,ଦେବ ପ୍ରକାଶ ଦେ,ମୀନାକ୍ଷୀ ମହାପାତ୍ର ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଅମର୍ଦ୍ଦା ରୋଡ ସ୍ଥିତ ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ବିଦାୟ କାଳୀନ ଉତ୍ସବ। ବାଲେଶ୍ଵର ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଅମର୍ଦ୍ଦା ରୋଡ ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ଡିଭାଇନ ଏଞ୍ଜଲ ଟ୍ୟୁଟରାଲ ପକ୍ଷରୁ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରୀ ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଉକ୍ତ ଉତ୍ସବରେ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଶିକ୍ଷକ ବିକର୍ତ୍ତନ ସାହୁ,ମୁଖ୍ୟବକ୍ତା ଶିକ୍ଷକ ମହେନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି କୋଷ୍ଠାକଲେଜ ଅଧ୍ୟାପକ ଅନିଲ କୁମାର ଭୂୟାଁ,ବିଶିଷ୍ଟ ଅତିଥିଭାବେ ସଙ୍ଗୀତକାର ଓ ସମାଜ ସେବୀ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବିଦାୟୀଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ଯତ ବିଷୟରେ ବର୍ଣ୍ଣନା କରିଥିଲେ
। +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ଗଠନ ପାଇଁ ପ୍ରେରଣା ଦେବା ସହିତ ଶିକ୍ଷାର ମାନଦଣ୍ଡକୁ ମାନବ କଲ୍ୟାଣ ପାଇଁ ଉଦ୍ୟମ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ବିଦାୟୀ ଛାତ୍ରଛାତ୍ରୀମାନେ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସାନଭାଇ ମାନଙ୍କ ସହିତ ବିତାଇ ଥିବା ଅନୁଭୂତି ଓ ଛାଡି ଚାଲିଯାଉଥିବା ଦୁଃଖ ପ୍ରକାଶ କରିଥିଲେ। ଉକ୍ତ ସଭାକାର୍ଯ୍ୟକୁ କବି ତଥା ଇଞ୍ଜେଲ ଟ୍ୟୁଟେରାଲର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାଳିକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆନନ୍ଦ କୁମାର ଦାସ, ମୋନା ଲିସା ବେହେରା,ଗଙ୍ଗାରାଣୀ ମଣ୍ଡଳ,ଦେବ ପ୍ରକାଶ ଦେ,ମୀନାକ୍ଷୀ ମହାପାତ୍ର ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l1
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Mayurbhanj Live1
- ଆଖୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର।1