logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ନଦୀ_ରୁ_ଉଠିବା_ପରେ_କେମିତି_ଅଛି_ଦୁର୍ଘଟଣାରେ_ଶିକାର_ହୋଇଥିବା_ଟ୍ରକ । ଦେଖନ୍ତୁ ଭିଡିଓ। ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha

10 hrs ago
user_Mahima tv Rajesh Kumar Giri
Mahima tv Rajesh Kumar Giri
Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
10 hrs ago

#ନଦୀ_ରୁ_ଉଠିବା_ପରେ_କେମିତି_ଅଛି_ଦୁର୍ଘଟଣାରେ_ଶିକାର_ହୋଇଥିବା_ଟ୍ରକ । ଦେଖନ୍ତୁ ଭିଡିଓ। ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha

More news from ଓଡ଼ିଶା and nearby areas
  • ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha
    1
    ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ  ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। 
#mahimatv # Basta #balasore #odisha
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l
    1
    ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା  ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।
    1
    ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    1
    ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    36 min ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update
Date - 15.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • 🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।
    3
    🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 
🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ ।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା
ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.