Shuru
Apke Nagar Ki App…
🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।
Mahima tv Rajesh Kumar Giri
🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।
More news from ଓଡ଼ିଶା and nearby areas
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପେଗରପଡା ନିକଟରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଘନ କୁହୁଡ଼ି ହେଇଥିବାରୁ ବ୍ରିଜ ତଳକୁ ଖସିଲା ଅଦା ବୋଝେଇ ଟ୍ରକ, ଅଳ୍ପକେ ରକ୍ଷା ପାଇଲେ ଡ୍ରାଇଭର ଆଉ ହେଲ୍ପର।1
- ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଂଚାୟତ ବାସୁଦେବପୁର ଗ୍ରାମର ପୂର୍ବତନ ମୁଖିଆ, ଲୋକମାନଙ୍କର ସୁଖ ଦୁଃଖର ସାଥୀ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଜୟ ବିଶ୍ୱାଳଙ୍କ ସ୍ମୃତିରେ ତାଙ୍କର ପାଞ୍ଚ ଜଣ ସୁଯୋଗ୍ୟ ସନ୍ତାନଙ୍କ ପ୍ରଚେଷ୍ଟା ତଥା ବାସୁଦେବପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଓ ମାର୍ଗଦର୍ଶନ ରେ 'ବିଜୟ ବିଶ୍ୱାଳ ସ୍ମୃତି ପରିଷଦ'ଗଠନ ହୋଇଅଛି। ଗଠିତ କମିଟିରେ ଆବାହକ ଭାବରେ ତାଙ୍କର ବଡ ପୁଅ ରାଜକିଶୋର ବିଶ୍ୱାଳ, ସଭାପତି ଭାବରେ ଦେଉଳା ପଂଚାୟତ ସରପଞ୍ଚ ସରୋଜ କୁମାର ପିଳା, ସାଧାରଣ ସମ୍ପାଦକ ଭାବରେ ଯୁବ ସମାଜସେବୀ ଗୋପାଳ କୃଷ୍ଣ ବିଶ୍ୱାଳ,ଉପ ସଭାପତି ଭାବରେ ଶ୍ରୀକାନ୍ତ ନାଥ,ସହ ସମ୍ପାଦକ ଭାବରେ ବସନ୍ତ ବାରିକ ଓ କୋଷାଧ୍ୟକ୍ଷ ଭାବରେ ମନ୍ମଥ କୁମାର ନାୟକ ସ୍ଥାନ ପାଇଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ବିଶ୍ୱାଳଙ୍କ ସାନ ଭାଇ ମନ୍ମଥ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ଓ ହରେକୃଷ୍ଣ ବିଶ୍ୱାଳ ଥିବା ବେଳେ ପରାମର୍ଶଦାତା କମିଟିରେ ଆଇନଜୀବୀ ଅର୍ଦ୍ଧେନ୍ଦୁ କୁମାର ବାରିକ, ଆଦର୍ଶ ଶିକ୍ଷକ ବଂଶୀଧର ଜେନା ଓ ପ୍ରଦୀପ କୁମାର ଦାସ ରହିଛନ୍ତି। ସେହିପରି ସ୍ଥାୟୀ ସଦସ୍ୟ ଭାବରେ ପ୍ରଫୁଲ୍ଲ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗନ୍ନାଥ ଦାସ,ବାଇଧର ରାଉତ, ମଧୁସୂଦନ ମହାନ୍ତି,ବ୍ରଜ କିଶୋର ବିଶ୍ୱାଳ,ରାଇ କିଶୋର ବିଶ୍ୱାଳ, ଦୁର୍ଗା ଶଙ୍କର ବିଶ୍ୱାଳ ଓ ପରମେଶ୍ୱର ବିଶ୍ୱାଳ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ସମାଜରେ ବିଭିନ୍ନ ଅବହେଳିତ, ନିଷ୍ପେସିତ,ରୁଗୁଣ, ଶାରୀରିକ ଅକ୍ଷମ ତଥା ସମାଜର ଉନ୍ନତି ଓ ପ୍ରଗତି ପାଇଁ ଏ ସ୍ମୃତି କମିଟି ସମର୍ପିତ ବୋଲି କମିଟିର କର୍ମକର୍ତ୍ତା ମାନେ ଦୃଢ଼ତାର ସହ ମତବ୍ୟକ୍ତ କରିଛନ୍ତି।1
- ପବିତ୍ର ଜାଗର ଯାତ୍ରା ରେ ପ୍ରାଚିନ ଶୈବପୀଠ ବୁଢ଼ା ମହାଦେବ ମନ୍ଦିର ଚଳଚଞ୍ଚଳ1
- ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ତୁଳସୀଚଉରା ଠାରେ ଗୋଶାଳା କପ ୨୦୨୬ ଉଦଘାଟନ କଲେ ମନ୍ତ୍ରୀ ଓ ବିଧାୟକ1
- 🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।3