logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ ପାଇଁ ଥିବା ଏକ ପୁରୁଣା ମାମଲାରେ ପୁନର୍ବାର ଗିରଫ ହେଲେ କଟକ ନବର ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ଜ୍ୟୋତିରଂଜନ ପଲେଇ । କଟକ ସିଡିଏ ଫେଜ ୨ ଥାନା ଜ୍ୟୋତି ରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୮ ମସିହାରେ ନଗର ବିଜେପି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ସମୟରେ ପୋଲିସ ସହିତ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ସେହି ସମୟରେ ଜ୍ୟୋତିଙ୍କ ସହ ଏକାଧିକ କଟକ ବିଜେପି ନେତା ଗିରଫ ହୋଇଥିଲେ। ତେବେ ଏବେ ଜ୍ୟୋତିଙ୍କୁ ଗିରଫ କରିବା ପାଇଁ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି କରାଯାଇଥିଲା। ସିଡିଏ ଫେଜ୍ ୨ ଥାନା ଜ୍ୟୋତିଙ୍କୁ ଏନବିଡବ୍ଲୁ ଆଧାରରେ ପୁନର୍ବାର ଗିରଫ କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

1 day ago
user_GANESH PANlGRAHl
GANESH PANlGRAHl
Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
1 day ago
af588d9e-fd2c-4790-8ebb-0cf064096757

କଟକ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ ପାଇଁ ଥିବା ଏକ ପୁରୁଣା ମାମଲାରେ ପୁନର୍ବାର ଗିରଫ ହେଲେ କଟକ ନବର ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ଜ୍ୟୋତିରଂଜନ ପଲେଇ । କଟକ ସିଡିଏ ଫେଜ ୨ ଥାନା ଜ୍ୟୋତି ରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୮ ମସିହାରେ ନଗର ବିଜେପି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ସମୟରେ ପୋଲିସ ସହିତ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ସେହି ସମୟରେ ଜ୍ୟୋତିଙ୍କ ସହ ଏକାଧିକ କଟକ ବିଜେପି ନେତା ଗିରଫ ହୋଇଥିଲେ। ତେବେ ଏବେ ଜ୍ୟୋତିଙ୍କୁ ଗିରଫ କରିବା ପାଇଁ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି କରାଯାଇଥିଲା। ସିଡିଏ ଫେଜ୍ ୨ ଥାନା ଜ୍ୟୋତିଙ୍କୁ ଏନବିଡବ୍ଲୁ ଆଧାରରେ ପୁନର୍ବାର ଗିରଫ କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମ ବାସୀ,ନା ଦେଖି ହେଉଛି ନା ସହି ହେଉଛି।କେନ୍ଦୁଝର ଜିଲ୍ଲା, ହରିଚନ୍ଦନପୁର ବ୍ଳକ୍ ବରେଇଗୋଡା ପଞ୍ଚାୟତ ର ବଡଜିମେଇଁ ଗ୍ରାମ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମ ବାସୀ,ନା ଦେଖି ହେଉଛି ନା ସହି ହେଉଛି।କେନ୍ଦୁଝର ଜିଲ୍ଲା, ହରିଚନ୍ଦନପୁର ବ୍ଳକ୍ ବରେଇଗୋଡା ପଞ୍ଚାୟତ ର ବଡଜିମେଇଁ ଗ୍ରାମ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
    1
    ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
    user_Ganjam Khabar
    Ganjam Khabar
    Journalist Polasara, Ganjam•
    13 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    47 min ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    5 hrs ago
  • ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l
    2
    ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l
    user_KHALLIKOTE KHABAR
    KHALLIKOTE KHABAR
    Journalist ଖଲ୍ଲିକୋଟ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଓଡ଼ିଶା ମାନବାଧିକାର ପରିଷଦ ପକ୍ଷରୁ ପ୍ରଥମ ବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି।
    1
    ଓଡ଼ିଶା ମାନବାଧିକାର ପରିଷଦ ପକ୍ଷରୁ ପ୍ରଥମ ବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    8 hrs ago
  • ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।
    1
    ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।
    user_Samanta Sekhar Nayak
    Samanta Sekhar Nayak
    Journalist G.Udayagiri, Kandhamal•
    10 hrs ago
  • ଗଞ୍ଜାମ ଜିଲ୍ଲା ଧରାକୋଟ ଗାଁ କୁ ଗାଁ ବୁଲିଲା ପାଣି ପଞ୍ଚାୟତ ରଥ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ଗାଁ କୁ ଗାଁ ବୁଲିଲା ପାଣି ପଞ୍ଚାୟତ ରଥ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.