Shuru
Apke Nagar Ki App…
ସୁଲତା ଦେଓ ଶ୍ରୀରାମଙ୍କୁ ସିଧାସଳଖ ଏକ ପ୍ରଶ୍ନ କରିଛନ୍ତି। ତାଙ୍କ ପ୍ରଶ୍ନ ହେଉଛି, 'ଶ୍ରୀରାମ, କଣ ତୁମେ କରିଥିଲ କି?'
Samasya News Odia
ସୁଲତା ଦେଓ ଶ୍ରୀରାମଙ୍କୁ ସିଧାସଳଖ ଏକ ପ୍ରଶ୍ନ କରିଛନ୍ତି। ତାଙ୍କ ପ୍ରଶ୍ନ ହେଉଛି, 'ଶ୍ରୀରାମ, କଣ ତୁମେ କରିଥିଲ କି?'
More news from ଓଡ଼ିଶା and nearby areas
- କେନ୍ଦୁଆପଦା ସେବା ସମବାୟ ସମିତି ସମ୍ମୁଖରେ ସେକ୍ରେଟାରୀ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ କାନ୍ଦିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।1
- ଆମର ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯାହାଙ୍କୁ ସୁଭଦ୍ରା ନାନୀ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି, ତାଙ୍କ ପାଖରେ ଟିକେ ସମବେଦନା ଜଣାଇବାକୁ ମଧ୍ୟ ସମୟ ନାହିଁ।1
- ଭଦ୍ରକ ସମେତ ସମଗ୍ର ଓଡ଼ିଶା ଏବଂ ଦେଶରେ ୨୦ ଜୁନ ୨୦୨୬ ରେ “ପିଏମ୍-କିଷାନ ଉତ୍ସବ ଦିବସ” ପାଳନ କରାଯାଇଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ ତମ କିସ୍ତି ଟଙ୍କା ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି।1
- ବୋଡ଼କରେ ଆନ୍ତର୍ଜାତିକ ଯୋଗ ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ମାଧ୍ୟମରେ ସୁସ୍ଥ ଓ ନିରୋଗ ଜୀବନ ବିତାଇବା ପାଇଁ ସନ୍ଦେଶ ପ୍ରଦାନ କରାଯାଇଥିଲା।1
- କୋରେଇ ବ୍ଲକ ପରିସରରେ ବିଧାୟକ ଆକାଶ ଦାସ ନାୟକ ମହୋଦୟ ଏକ ବିକାଶ ଧାରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ସମସ୍ତ ଅଙ୍ଗନବାଡ଼ି ଦିଦୀଙ୍କୁ ମୋବାଇଲ୍ ପ୍ରଦାନ କରିଛନ୍ତି।1
- ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଚଳିତବର୍ଷ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଵ୍ୟାପକ ତୃଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।1
- ଭଦ୍ରକ ସହରରେ ଏକ ମାଇକ୍ରୋ ଫାଇନାନ୍ସ ଘରେ ବ୍ୟାପକ ଭାବେ ପୁଟୁଳା ପୁଟୁଳା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ମିଳିଛି। ଏହି ସୂଚନା ପାଇବା ପରେ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଛି।1