logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଏମସିଏଲ ହିଙ୍ଗୁଳା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ ରକ୍ତ ସଂଗ୍ରହ ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଏମସିଏଲ ହିଙ୍ଗୁଳା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ ରକ୍ତ ସଂଗ୍ରହ ତାଳଚେର:- ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ସୃଷ୍ଟି ହେଉଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏମସିଏଲ ହିଙ୍ଗୁଳା କ୍ଷେତ୍ରର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏମସିଏଲ ହିଙ୍ଗୁଳା କ୍ଷେତ୍ରର କ୍ଷେତ୍ର ମହାପ୍ରବନ୍ଧକ ଏସ.ଭି ଯୋଶୀ ଏବଂ ପ୍ରତିଭା ମହିଳା ମଣ୍ଡଳର ସଭାନେତ୍ରୀ ଅସ୍ମିତା ଯୋଶୀ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଏମ (ମାଇନିଂ)/ବଳରାମ ଓସିପିର ପି.ଓ ଏସ. ଭେଙ୍କଟେସନ ଏବଂ ଶ୍ରୀମତୀ ଭେଙ୍କଟେସନ, ହିଙ୍ଗୁଳା କ୍ଷେତ୍ର ଜିଏମ (ଇ ଆଣ୍ଡ ଏମ୍)ପ୍ରଭାକର ସେଠୀ ଏବଂ ଶ୍ରୀମତୀ ସେଠୀ, ହିଙ୍ଗୁଳା କ୍ଷେତ୍ର ଜିଏମ (ଏକ୍ସକେଭେଶନ) ଏନ. ମହାଲିକ ଏବଂ ଶ୍ରୀମତୀ ମହାଲିକ, ହିଙ୍ଗୁଳା କ୍ଷେତ୍ରୀୟ ମାନବ ସମ୍ବଳ ପରିଚାଳକ ଆର. ଟୁଡୁ, ପ୍ରତିଭା ମହିଳା ମଣ୍ଡଳର ସଦସ୍ୟାଗଣ, ହିଙ୍ଗୁଳା କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ହିଙ୍ଗୁଳା କ୍ଷେତ୍ରର ଜେସିସି ସଦସ୍ୟଗଣ, ଡ଼ାକ୍ଟର ରବିକାନ୍ତ ପ୍ରସାଦ ଏବଂ ହିଙ୍ଗୁଳା କ୍ଷେତ୍ରର ଡାକ୍ତରୀ ଦଳ, ଅଜନ୍ତା ବିଏଲଏ ଜେଭି, ମହାଲକ୍ଷ୍ମୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଆଦି ବିଭିନ୍ନ କୋଇଲା ଠିକାଦାର କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ, ନିକଟବର୍ତ୍ତୀ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଏବଂ ହିଙ୍ଗୁଳା କ୍ଷେତ୍ରର କର୍ମଚାରୀଗଣ ଉପସ୍ଥିତ ଥିଲେ | ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ ଏବଂ କର୍ମଚାରୀ ସହଯୋଗରେ ଏହି ଶିବିରରୁ ମୋଟ ୫୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ତାଳଚେର ଅଞ୍ଚଳରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ବର୍ଷକୁ ଦୁଇଟି ରକ୍ତଦାନ ଶିବିର ଆୟୋଜନ କରିବାକୁ ଏହି ଅବସରରେ ହିଙ୍ଗୁଳା କ୍ଷେତ୍ର କର୍ତୃପକ୍ଷ ସହମତି ପ୍ରକାଶ କରିଥିଲେ। ତେବେ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇ ଥିବା ବେଳେ ଆଗାମୀ ସମୟରେ ମଧ୍ୟ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମହିଳା ମଣ୍ଡଳ ପକ୍ଷରୁ କୁହାଯାଇଛି ।

2 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
2 hrs ago
819ff41a-0656-4cf4-a7e5-e2dcf5556cab

ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଏମସିଏଲ ହିଙ୍ଗୁଳା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ ରକ୍ତ ସଂଗ୍ରହ ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଏମସିଏଲ ହିଙ୍ଗୁଳା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ ରକ୍ତ ସଂଗ୍ରହ ତାଳଚେର:- ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ସୃଷ୍ଟି ହେଉଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏମସିଏଲ ହିଙ୍ଗୁଳା କ୍ଷେତ୍ରର ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବଳରାମ କଲୋନୀ ସ୍ଥିତ ଏନଜୟ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏମସିଏଲ ହିଙ୍ଗୁଳା କ୍ଷେତ୍ରର କ୍ଷେତ୍ର ମହାପ୍ରବନ୍ଧକ ଏସ.ଭି ଯୋଶୀ ଏବଂ ପ୍ରତିଭା ମହିଳା ମଣ୍ଡଳର ସଭାନେତ୍ରୀ ଅସ୍ମିତା ଯୋଶୀ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଏମ (ମାଇନିଂ)/ବଳରାମ ଓସିପିର ପି.ଓ ଏସ. ଭେଙ୍କଟେସନ ଏବଂ ଶ୍ରୀମତୀ ଭେଙ୍କଟେସନ, ହିଙ୍ଗୁଳା କ୍ଷେତ୍ର ଜିଏମ (ଇ ଆଣ୍ଡ ଏମ୍)ପ୍ରଭାକର ସେଠୀ ଏବଂ ଶ୍ରୀମତୀ ସେଠୀ, ହିଙ୍ଗୁଳା କ୍ଷେତ୍ର ଜିଏମ (ଏକ୍ସକେଭେଶନ) ଏନ. ମହାଲିକ ଏବଂ ଶ୍ରୀମତୀ ମହାଲିକ, ହିଙ୍ଗୁଳା କ୍ଷେତ୍ରୀୟ ମାନବ ସମ୍ବଳ ପରିଚାଳକ ଆର. ଟୁଡୁ, ପ୍ରତିଭା ମହିଳା ମଣ୍ଡଳର ସଦସ୍ୟାଗଣ, ହିଙ୍ଗୁଳା କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ହିଙ୍ଗୁଳା କ୍ଷେତ୍ରର ଜେସିସି ସଦସ୍ୟଗଣ, ଡ଼ାକ୍ଟର ରବିକାନ୍ତ ପ୍ରସାଦ ଏବଂ ହିଙ୍ଗୁଳା କ୍ଷେତ୍ରର ଡାକ୍ତରୀ ଦଳ, ଅଜନ୍ତା ବିଏଲଏ ଜେଭି, ମହାଲକ୍ଷ୍ମୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଆଦି ବିଭିନ୍ନ କୋଇଲା ଠିକାଦାର କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ, ନିକଟବର୍ତ୍ତୀ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଏବଂ ହିଙ୍ଗୁଳା କ୍ଷେତ୍ରର କର୍ମଚାରୀଗଣ ଉପସ୍ଥିତ ଥିଲେ | ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ ଏବଂ କର୍ମଚାରୀ ସହଯୋଗରେ ଏହି ଶିବିରରୁ ମୋଟ ୫୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ତାଳଚେର ଅଞ୍ଚଳରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ବର୍ଷକୁ ଦୁଇଟି ରକ୍ତଦାନ ଶିବିର ଆୟୋଜନ କରିବାକୁ ଏହି ଅବସରରେ ହିଙ୍ଗୁଳା କ୍ଷେତ୍ର କର୍ତୃପକ୍ଷ ସହମତି ପ୍ରକାଶ କରିଥିଲେ। ତେବେ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇ ଥିବା ବେଳେ ଆଗାମୀ ସମୟରେ ମଧ୍ୟ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମହିଳା ମଣ୍ଡଳ ପକ୍ଷରୁ କୁହାଯାଇଛି ।

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS
    1
    ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    10 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    13 hrs ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    19 hrs ago
  • Post by Titu Dehuru
    1
    Post by Titu Dehuru
    user_Titu Dehuru
    Titu Dehuru
    Art Centre କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    23 hrs ago
  • ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଦେବଗଡ଼ ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
    1
    ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ ।
ଦେବଗଡ଼ ତା ୨୦.୦୪.୨୦୨୬
ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ  ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ  ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ  ପ୍ରଦୀପ ପ୍ରଜ୍ୱଳନ  କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ  ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ,  ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    7 hrs ago
  • ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ... ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ...
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • ଆଜ୍ଞାମାଳ ଆସିବା ପରେ ଗଣେଶ ବଜାର ରଥଗଡା ଠାରେ ରଥଯାତ୍ରା ପାଇଁ ଆଜି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ। ଢେଙ୍କାନାଳ ସଦର : ଢେ଼ଙ୍କାନାଳର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଠାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ ପରେ ମହାପ୍ରଭୁଙ୍କ ଠୁ ଆଜ୍ଞାମାଳ ଆଣିବା ପରେ ଢେଙ୍କାନାଳ ସହର ଗଣେଶ ବଜାର ରଥଗଡ଼ା ଠାରେ ଥିବା କାଠକୁ ରଥଖଳାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ କରାଯାଇଥିଲା। ଆଜ୍ଞାମାଳ ନେବା ପରେ ଏହି ରଥ କାଠ ପାଇଁ ଅନୁକୂଳ କରାଯାଇଥିଲା। ଏହି କାଠ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାର ପୂର୍ବରୁ ବିଧି ରହି ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆଜିର ଦିନରେ ଅର୍ଥାତ ଅକ୍ଷୟତୃତୀୟାରେ ଏହି ରଥ କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥାଏ ଏଵଂ ଚଳିତ ବର୍ଷ ମଧ୍ୟ ଆଜି ଦିନ ୧୧ଟା ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
    1
    ଆଜ୍ଞାମାଳ ଆସିବା ପରେ ଗଣେଶ ବଜାର ରଥଗଡା ଠାରେ ରଥଯାତ୍ରା ପାଇଁ ଆଜି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ। 
ଢେଙ୍କାନାଳ ସଦର : ଢେ଼ଙ୍କାନାଳର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଠାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ ପରେ ମହାପ୍ରଭୁଙ୍କ ଠୁ ଆଜ୍ଞାମାଳ ଆଣିବା ପରେ ଢେଙ୍କାନାଳ ସହର ଗଣେଶ ବଜାର ରଥଗଡ଼ା ଠାରେ ଥିବା କାଠକୁ ରଥଖଳାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ କରାଯାଇଥିଲା। ଆଜ୍ଞାମାଳ ନେବା ପରେ ଏହି ରଥ କାଠ ପାଇଁ ଅନୁକୂଳ କରାଯାଇଥିଲା। ଏହି କାଠ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାର ପୂର୍ବରୁ ବିଧି ରହି ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆଜିର ଦିନରେ ଅର୍ଥାତ ଅକ୍ଷୟତୃତୀୟାରେ ଏହି ରଥ କାଠ  ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥାଏ ଏଵଂ ଚଳିତ ବର୍ଷ ମଧ୍ୟ ଆଜି ଦିନ ୧୧ଟା ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.