ବଡ଼ମାମୁଡ଼ିଆ ରାଜସ୍ୱ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ରାସ୍ତା ପାଇବାରୁ ବଞ୍ଚିତ। ଓଡିଶା, ମୟୁରଭଞ୍ଜ ଜିଲ୍ଲା, ଖୁଣ୍ଟାବ୍ଲକ ଅଧୀନରେ ଥିବା କରକଚିଆ ଗ୍ରାମପଞ୍ଚାୟତ ର ବଡ଼ମାମୁଡ଼ିଆ ରାଜସ୍ୱ ଗ୍ରାମର ରାସ୍ତା ସମସ୍ୟା। କରକଚିଆ ପଂଚାୟତ ର ସବୁଠାରୁ ବେଶୀ ଜନସଂଖ୍ୟା ବିଶିଷ୍ଟ ଆଦିବାସୀ ବହୁଳ ଗ୍ରାମ। ବଡ଼ମାମୁଡ଼ିଆ ଛଅ ସାତ ଟି ଗାଁ କୁ ନେଇ ଗଠିତ। ଆଦିବାସୀ ଗ୍ରାମ ହେତୁ ସରକାର ଙ୍କ ବିକାଶ ଆଜିପର୍ଯ୍ୟନ୍ତ ହେଇନାହିଁ। ବଡ଼ମାମୁଡ଼ିଆ ଗ୍ରାମବାସୀ ବହୁତ ବର୍ଷ ହେଲା ପ୍ରଧାନମନ୍ତ୍ରୀ ରାସ୍ତା ପିଚୁ ରାସ୍ତାରେ ପାଦ ପକାଇବା ପାଇଁ, ହେଲେ ଆଜିପର୍ଯ୍ୟନ୍ତ ତାହା ସ୍ବପ୍ନ ରେ ହିଁ ଭାସୁଛି। ବର୍ଷା ଦିନରେ ରାସ୍ତା ଘାଟ ବହୁତ ଖରାପ ହୁଏ। ଭଲ ରାସ୍ତା ବିନା ଗ୍ରାମ ବିକାଶ ଅସମ୍ଭବ ଲାଗେ। ବିଗତ ସରକାର ମଧ୍ୟ ଆମକୁ ଭୁଲାଇ ଚାଲିଗଲା। ବର୍ତ୍ତମାନ ର ସରକାର କିଛି ପାଦ ଆଗକୁ ପକାଇ ଅଟକି ଯାଇଛି। ତଦନ୍ତ ପ୍ରକିୟା ସରିଛି। ବଡ଼ମାମୁଡ଼ିଆ ଗ୍ରାମରେ ଚାରିଦିଗକୁ ମିଶି 5km ରାସ୍ତା ସର୍ଭେ ସରିଛି। କେବେ କାମ ହବ? ଇଲେକକ୍ସନ ଆଗରୁ ଟେଣ୍ଡର ହୋଇ କାମ ଆରମ୍ଭ ହେଲେ ଭଲ ହୁଅନ୍ତା। ଆମ୍ଭେ RD ରାସ୍ତା ବିଭାଗ କୁ ଅନୁରୋଧ କରୁଛୁ ଯଥାଶୀଘ୍ର ଏହାର ଟେଣ୍ଡର ଅନୁମତି ଦିଅନ୍ତୁ।

- ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- Post by Rajib Behera3
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- Post by Mayurbhanj Live1
- କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।1
- ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ1