logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁଁ ଓଡ଼ିଶାର ଭଦ୍ରକ ଜିଲ୍ଲା, ବସୁଦେବପୁରର ଜଣେ ସାଧାରଣ ମଧ୍ୟବର୍ଗୀୟ ପୁଅ 🌺 ମୋ ଜୀବନର ସତ୍ୟ କଥା (ସଞ୍ଜୟ ପରିଡ଼ା – ବାଦଲ) ମୋ ନାମ ସଞ୍ଜୟ କୁମାର ପରିଡ଼ା (ବାଦଲ) । ମୁଁ ଓଡ଼ିଶାର ଭଦ୍ରକ ଜିଲ୍ଲା, ବସୁଦେବପୁରର ଜଣେ ସାଧାରଣ ମଧ୍ୟବର୍ଗୀୟ ପୁଅ । ବୟସ – ୩୩ ବର୍ଷ । ମୋ ବିବାହ ୨୪/୦୧/୨୦୨୨ ତାରିଖରେ ହୋଇଥିଲା । ବିବାହ ପୂର୍ବରୁ ମୋ ଜୀବନ ବହୁତ ସରଳ ଓ ଖୁସିରେ ଭରିଥିଲା । ପରିବାରରେ କୌଣସି ତଣାପୋଡ଼ ନଥିଲା । ୨୦୧୪ ଅକ୍ଟୋବରରେ ମୋ ବାପାଙ୍କ ଦେହାନ୍ତ ହୋଇଥିଲା । ମୋ ଦୁଇ ଭଉଣୀଙ୍କ ବିବାହ ହୋଇସାରିଥିଲା । ଘରେ କେବଳ ମୋ ମାଆ ଓ ମୁଁ ଥିଲୁ । ଗୁଜରାଟରେ ହସ୍ପିଟାଲ୍ ରେ ମାସିକ ୨୫,୦୦୦ ଟଙ୍କା ଦରମାରେ କାମ କରୁଥିଲି । ଟଙ୍କା କମ୍ ଥିଲା, କିନ୍ତୁ ମନରେ ଶାନ୍ତି ଥିଲା । ଜୀବନକୁ ଭଲପାଉଥିଲି । ମୋ ମାଆଙ୍କ ବୟସ ବଢ଼ୁଥିଲା, ସେଥିପାଇଁ ଭାବିଲି ବିବାହ କଲେ ଘରେ ଆଉ ଖୁସି ଆସିବ । କିନ୍ତୁ ମୋ ଭାବନା ସମ୍ପୂର୍ଣ୍ଣ ଭୁଲ୍ ସାବିତ୍ର ହେଲା । ବିବାହ ପରେ ମୋତେ ପ୍ରତିଦିନ ଅପମାନ ସହିବାକୁ ପଡ଼ିଲା । ମୋତେ “ଗରିବ”, “କଙ୍ଗାଳ”, “ଭିକାରୀ” ବୋଲି କୁହାଯାଉଥିଲା । ମୋ ସ୍ତ୍ରୀଙ୍କ ବାପା ଓ ଭାଇ ମୋତେ ମାରିବାର ଧମକ ଦେଉଥିଲେ । ପ୍ରତିଦିନ ମାନସିକ ଯନ୍ତ୍ରଣା ଦିଆଯାଉଥିଲା । ତଥାପି ମୁଁ ସବୁ ସହିଗଲି — କାରଣ ମୁଁ ମୋ ସ୍ତ୍ରୀକୁ ହୃଦୟରୁ ଭଲପାଉଥିଲି । ଭଗବାନଙ୍କୁ ସାକ୍ଷୀ ମାନି ଅଗ୍ନି ସାମ୍ନାରେ ୭ ଫେରା ନେଇ କହିଥିଲି — ଏ ଜନ୍ମ ନୁହେଁ, ୭ ଜନ୍ମ ପର୍ଯ୍ୟନ୍ତ ସାଥି ଦେବି । କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିଲା — ୭ ଜନ୍ମ ତ ଦୂର କଥା, ୭ ମାସ ମଧ୍ୟ ସାଥି ରହିଲେନି । କେବଳ ୩ ମାସ ପରେ, ଗର୍ଭବତୀ ଅବସ୍ଥାରେ “ତୁମେ ଗରିବ, ଭିକାରୀ” କହି ବାପାଘରକୁ ଚାଲିଗଲେ । କହିଲେ ସେଠି ଭଲ ଡାକ୍ତର, ଭଲ ଖାଦ୍ୟ ମିଳିବ । ମୁଁ ବହୁତ ରୋକିଲି… କିନ୍ତୁ ହାରିଗଲି । ପରେ ଆଉ ଅଧିକ ଦାୟିତ୍ୱ ଆସିବାରୁ ମୁଁ ଗୁଜରାଟ ଛାଡ଼ି ମହାରାଷ୍ଟ୍ରକୁ କାମ କରିବାକୁ ଗଲି । ସେ ସମୟରେ ମୋ ସ୍ତ୍ରୀ ୬ ମାସର ଗର୍ଭବତୀ ଥିଲେ । ନୂଆ ସହର, ନୂଆ କାମ — ଭୟଙ୍କର ଥକା । ଗୋଟେ ରାତିରେ ମୋ ଶ୍ୱଶୁରଙ୍କ ୭ଟି କଲ୍ ଓ ସାଳାଙ୍କ ୫ଟି ମିସ୍ କଲ୍ ଆସିଥିଲା । ସକାଳେ ଫେରତ ଫୋନ୍ କଲି । ଖବର ଦିଆଗଲା — ଡେଲିଭରୀ ପାଇଁ ଟଙ୍କା ପଠା, ଆଉ ତୋ ମାଆଙ୍କୁ ପଠା । ମୁଁ ତୁରନ୍ତ ଟଙ୍କା ପଠେଇଲି ଓ ମୋ ମାଆଙ୍କୁ ହସ୍ପିଟାଲ୍ ପଠେଇଲି । ମୋ ମାଆ ୭ ଦିନ ହସ୍ପିଟାଲ୍‌ରେ ରହି ସମ୍ପୂର୍ଣ୍ଣ ସେବା କଲେ । ଝିଅ ଛୁଆ ଜନ୍ମ ହେଲା । ମୁଁ ବହୁତ ଖୁସି ହୋଇଥିଲି । କିନ୍ତୁ ଡିସ୍ଚାର୍ଜ ଦିନ… ମୋ ମାଆଙ୍କୁ ଭୟଙ୍କର ଗାଳି କରି, ମୋ ସ୍ତ୍ରୀ ଓ ଛୁଆକୁ ନେଇ ସିଧା ବାପାଘରକୁ ଚାଲିଗଲେ । ମୋତେ ସବୁଠି block କରିଦେଲେ । ମୋ ମାଆଙ୍କ ଦୋଷ କ’ଣ? ମୁଁ ଓ ମୋ ମାଆ ୬ ମାସ ଧରି ଚେଷ୍ଟା କଲୁ — କିନ୍ତୁ ବଦଳରେ ଧମକ ଓ ଅପମାନ ମିଳିଲା । ଆଜି ପର୍ଯ୍ୟନ୍ତ ମୁଁ ମୋ ଝିଅକୁ ଛୁଇଁପାରିନି… ଠିକ୍‌ରେ ଦେଖି ମଧ୍ୟ ପାରିନି । ଶେଷରେ କୋର୍ଟକୁ ଯିବାକୁ ପଡ଼ିଲା । Hindu Marriage Act Section 9 ଲଗାଇଲି । ୪ ବର୍ଷ ହେଲା — ପ୍ରତି ମାସେ ମହାରାଷ୍ଟ୍ରରୁ ଓଡ଼ିଶା ଆସୁଛି, ଏଇ ଆଶାରେ — “ଆଜି ସେ ଆସିବେ।” ମୁଁ ସମ୍ପୂର୍ଣ୍ଣ ଭାଙ୍ଗିଗଲି । କର୍ଜରେ ବୁଡ଼ିଗଲି । ମାନସିକ ଭାବେ ଶେଷ । ଆଜି ମୁଁ ପ୍ରଶ୍ନ କରୁଛି — ଆଉ କେତେ ପୁରୁଷ suicide କରିବା ପରେ ଆମ ଦେଶର ଆଇନ ବଦଳିବ? ମୁଁ ଜଣେ ହିନ୍ଦୁ — ଏଥିରେ ମୋତେ ଗର୍ବ । ମୁଁ ସମସ୍ତ ମାଆ–ବାପାଙ୍କୁ ଅନୁରୋଧ କରୁଛି — ଝିଅମାନଙ୍କୁ ସଂସ୍କାର ଶିଖାନ୍ତୁ । ବିବାହ ପରେ ସ୍ୱାମୀ ହିଁ ଜୀବନ ସାଥୀ । ଶ୍ୱଶୁର–ଶ୍ୱାଶୁ ମଧ୍ୟ ମାଆ–ବାପା । କଷ୍ଟ ଯେତେ ଆସୁ — ସବୁବେଳେ ସ୍ୱାମୀଙ୍କ ସାଥିରେ ଦଢ଼ି ରୁହନ୍ତୁ । ଯଦି ଏଭଳି ଶିକ୍ଷା ମିଳେ — ବହୁତ divorce ରୁକିବ… ବହୁତ ନିରବ suicide ବଞ୍ଚିବ । 🙏 ମୋ ନାମ: ସଞ୍ଜୟ ପରିଡ଼ା (ବାଦଲ) ସ୍ତ୍ରୀଙ୍କ ନାମ: ମଞ୍ଜୁ ବେହେରା (ବର୍ଷା)

1 day ago
user_Sanjay Parida
Sanjay Parida
Food Manufacturing Company ବାସୁଦେବପୁର, ଭଦ୍ରକ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବିଲଣା ବିଦ୍ୟାଳୟରେ ସମ୍ପ୍ରତି ଏକ ଭାବବିହ୍ୱଳ ଓ ସ୍ମରଣୀୟ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ସମ୍ମାନ ଓ ଶୁଭେଚ୍ଛା ଜଣାଯାଇଥିଲା। କାର୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ପ୍ରଥମେ ଅତିଥି ଶିକ୍ଷକମାନଙ୍କୁ ଫୁଲମାଳା, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଛାତ୍ରମାନେ ତାଙ୍କ ପ୍ରିୟ ଗୁରୁଜନଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ଶିକ୍ଷକମାନଙ୍କ ଶିକ୍ଷା, ନିୟମ ଓ ପରିଶ୍ରମ ତାଙ୍କ ଜୀବନକୁ ଉଜ୍ଜ୍ୱଳ ପଥରେ ଆଗକୁ ବଢ଼ାଇଛି।
    1
    ବିଲଣା ବିଦ୍ୟାଳୟରେ ସମ୍ପ୍ରତି ଏକ ଭାବବିହ୍ୱଳ ଓ ସ୍ମରଣୀୟ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ସମ୍ମାନ ଓ ଶୁଭେଚ୍ଛା ଜଣାଯାଇଥିଲା।
କାର୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ପ୍ରଥମେ ଅତିଥି ଶିକ୍ଷକମାନଙ୍କୁ ଫୁଲମାଳା, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଛାତ୍ରମାନେ ତାଙ୍କ ପ୍ରିୟ ଗୁରୁଜନଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ଶିକ୍ଷକମାନଙ୍କ ଶିକ୍ଷା, ନିୟମ ଓ ପରିଶ୍ରମ ତାଙ୍କ ଜୀବନକୁ ଉଜ୍ଜ୍ୱଳ ପଥରେ ଆଗକୁ ବଢ଼ାଇଛି।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    7 hrs ago
  • ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ପୁରୀର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଉଥିଲେ ୧୧୧ ତୀର୍ଥଯାତ୍ରୀ l ଗଳିଗଲା ବସ ଚକା l ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ l
    1
    ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ପୁରୀର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଉଥିଲେ ୧୧୧ ତୀର୍ଥଯାତ୍ରୀ l ଗଳିଗଲା ବସ ଚକା l ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • ବାଲେଶ୍ବର ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
    1
    ବାଲେଶ୍ବର ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    13 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    4 hrs ago
  • Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari
    1
    Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari
    user_Nar Mallick
    Nar Mallick
    କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା
    1
    କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    5 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    12 hrs ago
  • ଭଦ୍ରକ ଇସ୍କନ ପକ୍ଷରୁ କୁଆଁସ ଠାରେ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଆସନ୍ତା ମାର୍ଚ୍ଚ ୧୮ ରୁ ୨୦ ତାରିଖି ଯାଏ ୩ ଦିନ ଧରି ଉତ୍ସବ ପାଳନ ହେବ |
    1
    ଭଦ୍ରକ ଇସ୍କନ ପକ୍ଷରୁ କୁଆଁସ ଠାରେ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଆସନ୍ତା ମାର୍ଚ୍ଚ ୧୮ ରୁ ୨୦ ତାରିଖି ଯାଏ ୩ ଦିନ ଧରି ଉତ୍ସବ ପାଳନ ହେବ |
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.