Shuru
Apke Nagar Ki App…
ଚୋରଙ୍କର ଚଉଷଠି କଳା ଦିନ ଦୁଇ ପ୍ରହରେ ଝାମ୍ପିନେଲେ ସୁନା ଚେନ ଲୁଟ କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା
ଯାଜପୁର ବୁଲେଟିନ
ଚୋରଙ୍କର ଚଉଷଠି କଳା ଦିନ ଦୁଇ ପ୍ରହରେ ଝାମ୍ପିନେଲେ ସୁନା ଚେନ ଲୁଟ କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା
More news from ଓଡ଼ିଶା and nearby areas
- Post by NEWS7ODIA1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- Post by Mo Adhikar news1
- Post by ଯାଜପୁର ଖବର ପ୍ରସାରିତ1
- Post by ବିଂଝାରପୁର ଖବର ଉପର ନଜର1
- ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha1
- Post by Sendhavai1
- Post by Mo Adhikar news1