logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧୁଷୁରୀ-ଆରଡି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ। ରାସ୍ତା ଉପରେ ପାଣି ଚାଲିଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଠପ୍ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

4 hrs ago
user_Bhadrak bulletin
Bhadrak bulletin
ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
4 hrs ago

ଧୁଷୁରୀ-ଆରଡି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ। ରାସ୍ତା ଉପରେ ପାଣି ଚାଲିଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଠପ୍ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

More news from ଓଡ଼ିଶା and nearby areas
  • ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    1
    ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    47 min ago
  • ବନ୍ୟା ପାଣି ଘେରରେ ଫସିଥିବା ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
    1
    ବନ୍ୟା ପାଣି ଘେରରେ ଫସିଥିବା ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    1
    କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ନିଜସ୍ୱ ସହାୟତା ରେ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ
    1
    ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ନିଜସ୍ୱ ସହାୟତା ରେ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀ ଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀ
    1
    ଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀ
ଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀଲଗାତାର ୩ ଦିନର ବର୍ଷା: ଜଳବନ୍ଦୀ ଭଦ୍ରକ, ଦୁର୍ଦ୍ଦଶାରେ ଭଞ୍ଜସାହିବାସୀ
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.