Shuru
Apke Nagar Ki App…
ବନ୍ୟା ପାଣି ଘେରରେ ଫସିଥିବା ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
Bhadrak bulletin
ବନ୍ୟା ପାଣି ଘେରରେ ଫସିଥିବା ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
More news from ଓଡ଼ିଶା and nearby areas
- କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................1
- ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।1
- ବାଲେଶ୍ୱରରେ ୧ ଟଙ୍କାରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ବଣ୍ଟନ, ଦ୍ରୌପଦୀ ଯୋଜନାର ଶୁଭାରମ୍ଭ।1
- 5kg choulo douchonti ahu kamo kichi koru nahanti ranigoda1
- କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,4
- ବୈତରଣୀ ବନ୍ୟାରେ ବନସ୍ତା ନିକଟରେ ନଦୀ ବନ୍ଧ ଦବି ଯାଇଥିବା ସ୍ଥାନକୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହୋଦୟ ସମାଜସେବୀ ଗୋଲକ ଚନ୍ଦ୍ର ବେହେରା,ବ୍ଲକ କଂଗ୍ରେସ ସଭାପତି ଅଜୟ ସାହୁ ପରିଦର୍ଶନ କରୁଥିବାର ଦୃଶ୍ୟ1
- ଗଞ୍ଜାମ ଜିଲ୍ଲାରେ ଆଷାଢ଼ ପୂର୍ଣ୍ଣିମା ମାସର କଣ୍ଢେଇ ଯାତ୍ରା....1
- ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar ରେମୁଣା ଗୋଲେଇ ରୁ ବାଲେଶ୍ଵର ଟାଉନ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। #remunagolei #balasoretown #baleswarkhabar1