Shuru
Apke Nagar Ki App…
କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,
ପ୍ରମୋଦ ମଲ୍ଲିକ
କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,
More news from ଓଡ଼ିଶା and nearby areas
- କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,4
- ତରଡାପଡା ଆଇଟିଆଇ ପରିସରରେ ଥିବା ଟାଇମ୍ସ ଗୁରୁକୂଳରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ଜଗତସିଂହପୁର ଜିଲ୍ଲାର ତରଡାପଡା ସ୍ଥିତ ଗୁରୁକୂଳ ଟାଇମ୍ସ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମାରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରିନ୍ସପାଲ ପ୍ରହଲ୍ଲାଦ ନାୟକ, ସୁଶ୍ରୀ ଅଞ୍ଜୁଷା ଦେବୀ,ବନଶ୍ରୀ ଦାଶ ଓ ବିନୋଦ ବିହାରୀ ସାମନ୍ତରାୟଙ୍କ ସମେତ ସମସ୍ତ ଗୁରୁମା ଓ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁ ପୂର୍ଣ୍ଣିମାରେ ଗୁରୁକୂଳର ଛାତ୍ରୀ ଛାତ୍ରମାନେ ଗୁରୁ ଓ ଗୁରୁମାମାନଙ୍କୁ ଫୁଲ ଚନ୍ଦନରେ ପୂଜା କରି ଆଶୀର୍ବାଦ ଲାଭ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ର ଗୁରୁ ଶିଷ୍ୟ ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଏକ ପୃଷ୍ଠା ପଠନ ଅଭ୍ୟାସ ଜାରି ରଖିବା ସହ "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶର'.... ଆବୃତ୍ତି କରିବାକୁ ଛାତୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।1
- ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul1
- ଭଦ୍ରକରେ ବନ୍ୟାର ବିଭୀଷିକା, ଦୁଃଖର କାହାଣୀ ଗରିବ ଲୋକଙ୍କ ପାଇଁ,1
- ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।1
- ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll1