logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।

5 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
5 hrs ago

ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।

More news from ଓଡ଼ିଶା and nearby areas
  • ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    1
    ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,
    1
    ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା, ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ.. ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।
    1
    ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା,
ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ..
ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନଦୀ ଗର୍ଭକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ । ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା (୫୨ବର୍ଷ)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି ।
    1
    ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନଦୀ ଗର୍ଭକୁ ଝାମ୍ପିନେଲା କୁମ୍ଭୀର । 
ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ । ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ  ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା  (୫୨ବର୍ଷ)ଙ୍କୁ  ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି ।
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.