logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନଦୀ ଗର୍ଭକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ । ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା (୫୨ବର୍ଷ)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି ।

14 hrs ago
user_ରଞ୍ଜନ କୁମାର ଦଳାଇ
ରଞ୍ଜନ କୁମାର ଦଳାଇ
ଧର୍ମଶାଳା, ଯାଜପୁର, ଓଡ଼ିଶା•
14 hrs ago

ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନଦୀ ଗର୍ଭକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ । ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା (୫୨ବର୍ଷ)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି ।

More news from ଓଡ଼ିଶା and nearby areas
  • ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda
    1
    ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ
ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha         #BaitaraniHighSchool #EggScam
#MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak 
#OdishaNews #Jajpur #BreakingNews #OdiaNews #Education #SchoolNews
#PublicDemand #Investigation #Transparency
#ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    16 hrs ago
  • ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    1
    ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • ଜଳବନ୍ଦୀ ଅବସ୍ଥାରେ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା ଜଳ ନିଷ୍କାସନ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦୀ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ। ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ। ଏପରିକି ବର୍ଷା ଜଳ ଘର ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ସୁବିଧା ନଥିବାରୁ ଏହି ୱାର୍ଡ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    1
    ଜଳବନ୍ଦୀ ଅବସ୍ଥାରେ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା ଜଳ ନିଷ୍କାସନ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜଳବନ୍ଦୀ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ। ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ। ଏପରିକି ବର୍ଷା ଜଳ ଘର ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ସୁବିଧା ନଥିବାରୁ ଏହି ୱାର୍ଡ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....
    1
    ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    14 hrs ago
  • ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll
    1
    ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll 
ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.