Shuru
Apke Nagar Ki App…
ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda
Rajashree maharana

More news from ଓଡ଼ିଶା and nearby areas
- ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା, ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ.. ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।1
- କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଧନିତ୍ରି ନଦୀ ରେ ଦଳ ଜାମ ଯୋଗୁ ଚାଷ ଜମି ବୁଢି ଘରେ ପଶିଲାଣି ପାଣି I #bhadrak #KodabaruanGp #Dhanitririver1
- ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ1
- ଜଳବନ୍ଦୀ ଅବସ୍ଥାରେ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା ଜଳ ନିଷ୍କାସନ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦୀ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଜାମୁଵଣିଆ ୱାର୍ଡ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ। ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ। ଏପରିକି ବର୍ଷା ଜଳ ଘର ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଜଳ ନିଷ୍କାସନ ସୁବିଧା ନଥିବାରୁ ଏହି ୱାର୍ଡ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1
- ଧାମନଗର ମୁଖ୍ୟ ରାସ୍ତା ବର୍ଷା ପାଣିରେ ଜଳମଗ୍ନ,, ଭଦ୍ରକ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାରୁ ଧାମନଗର NAC ଅଞ୍ଚଳ ରେ ପାଣି ପଶିଚି1
- କିଛି ଏଭଳିଆ ଘଟିଲା କଥାରେ ଅଛି ରଖେ ହରି ମାରେ କିଏ ଅଳ୍ପକେ ବଞ୍ଚିଗଲା ନିରୀହ ଷଣ୍ଢ1