logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କିଛି ଏଭଳିଆ ଘଟିଲା କଥାରେ ଅଛି ରଖେ ହରି ମାରେ କିଏ ଅଳ୍ପକେ ବଞ୍ଚିଗଲା ନିରୀହ ଷଣ୍ଢ

18 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
18 hrs ago

କିଛି ଏଭଳିଆ ଘଟିଲା କଥାରେ ଅଛି ରଖେ ହରି ମାରେ କିଏ ଅଳ୍ପକେ ବଞ୍ଚିଗଲା ନିରୀହ ଷଣ୍ଢ

More news from ଓଡ଼ିଶା and nearby areas
  • ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    1
    ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ‌,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।
    1
    ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ 
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ‌,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    10 hrs ago
  • ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul
    1
    ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା
ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ
 #latestnews #updatenews #neet2026 #neetexam #angul
ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା
ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ
#latestnews #updatenews #neet2026 #neetexam #angul
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    12 hrs ago
  • दिल्ली की सड़कों से पांडव कहा गायब हो गए? दिल्ली का सबसे बड़ा छुपाया गया सच! संग्रुहित
    1
    दिल्ली की सड़कों से पांडव कहा गायब हो गए? दिल्ली का सबसे बड़ा छुपाया गया सच! संग्रुहित
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • କିଛି ଏଭଳିଆ ଘଟିଲା କଥାରେ ଅଛି ରଖେ ହରି ମାରେ କିଏ ଅଳ୍ପକେ ବଞ୍ଚିଗଲା ନିରୀହ ଷଣ୍ଢ
    1
    କିଛି ଏଭଳିଆ ଘଟିଲା କଥାରେ ଅଛି ରଖେ ହରି ମାରେ କିଏ ଅଳ୍ପକେ ବଞ୍ଚିଗଲା ନିରୀହ ଷଣ୍ଢ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.