Shuru
Apke Nagar Ki App…
କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଧନିତ୍ରି ନଦୀ ରେ ଦଳ ଜାମ ଯୋଗୁ ଚାଷ ଜମି ବୁଢି ଘରେ ପଶିଲାଣି ପାଣି I #bhadrak #KodabaruanGp #Dhanitririver
Bhadrak bulletin
କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଧନିତ୍ରି ନଦୀ ରେ ଦଳ ଜାମ ଯୋଗୁ ଚାଷ ଜମି ବୁଢି ଘରେ ପଶିଲାଣି ପାଣି I #bhadrak #KodabaruanGp #Dhanitririver
More news from ଓଡ଼ିଶା and nearby areas
- ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,1
- ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।1
- ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ1
- #ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।#ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତିରେ ସମାଧାନ କରିବାକୁ ଆସିଥିବା ଓକିଲ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ହାତ ଉଠେଇବା ଭିଡିଓ ଯାହା ଏବେ ବେଶ୍ ଭାଇରାଲ ହେଉଛି।#ଭଦ୍ରକ #samasyanewsodia1