Shuru
Apke Nagar Ki App…
#ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।#ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତିରେ ସମାଧାନ କରିବାକୁ ଆସିଥିବା ଓକିଲ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ହାତ ଉଠେଇବା ଭିଡିଓ ଯାହା ଏବେ ବେଶ୍ ଭାଇରାଲ ହେଉଛି।#ଭଦ୍ରକ #samasyanewsodia
Samasya News Odia

More news from ଓଡ଼ିଶା and nearby areas
- ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ.... ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...1
- କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................1
- ଚାନ୍ଦବାଲି ବ୍ଲକ ଆରଡ଼ି ରେ ବିଭିନ୍ନ ଅଞ୍ଚଳ ରେ ବନ୍ୟା ଜଳମଗ୍ନ....1
- #ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।#ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତିରେ ସମାଧାନ କରିବାକୁ ଆସିଥିବା ଓକିଲ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ହାତ ଉଠେଇବା ଭିଡିଓ ଯାହା ଏବେ ବେଶ୍ ଭାଇରାଲ ହେଉଛି।#ଭଦ୍ରକ #samasyanewsodia1