Shuru
Apke Nagar Ki App…
ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ.... ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...
Bhadrak bulletin

More news from ଓଡ଼ିଶା and nearby areas
- କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................1
- ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।1
- ବନ୍ୟା ପରିସ୍ଥିତି ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ, ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ କ୍ଷୋଭ.... ଲଘୁଚାପ ଜନିତ ବର୍ଷା ହେବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ସାଳନ୍ଦୀ ରେ ବନ୍ୟା ଆସିଛି , ବୈତରଣୀ ରେ ବନ୍ୟା ହେବା ଦ୍ୱାରା ଭଣ୍ଡାରିପୋଖରୀ ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଜଳବନ୍ଦୀ ଅଛନ୍ତି, ପ୍ରଶାସନ ତରଫରୁ ରିଲିଫ ବ୍ୟବସ୍ତକୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାକୁ କହିଛନ୍ତି ସେହିପରି ଭଦ୍ରକ ବ୍ଲକ ରେ କିଛି ପଂଚାୟତ ରେ ପାଣି ପଶିଛି ତୁରନ୍ତ ରିଲିଫ ଯୋଗାଇ ଦେବାକୁ କହିଛନ୍ତି...1
- ଧୁଷୁରୀ-ଆରଡି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ। ରାସ୍ତା ଉପରେ ପାଣି ଚାଲିଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଠପ୍ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।1