Shuru
Apke Nagar Ki App…
ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
Bhadrak bulletin
ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
More news from ଓଡ଼ିଶା and nearby areas
- ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda1
- ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।1
- ନୂଆପଡା ଜିଲ୍ଳା ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା।1
- ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ1
- ଧାମନଗର ମୁଖ୍ୟ ରାସ୍ତା ବର୍ଷା ପାଣିରେ ଜଳମଗ୍ନ,, ଭଦ୍ରକ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାରୁ ଧାମନଗର NAC ଅଞ୍ଚଳ ରେ ପାଣି ପଶିଚି1
- ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ,କାନ୍ଦୁଛନ୍ତି ଜନତା,ଛାଡ଼ି ଯାଉଛନ୍ତି ପ୍ରିୟ ନେତା, ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ.. ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲାସେ ଭଟଲି ବିଧାନସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ସେ ଜଣେ ଜଣେ ଦୃଢ଼ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ସୁଶାନ୍ତ ।1
- ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନଦୀ ଗର୍ଭକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଅଂଚଳର ଖରସ୍ରୋତା ନଦୀ ଛନ୍ଦାରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ । ଉକ୍ତ ଗ୍ରାମର ହରିହର ଜେନା ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ହରିହର ଔରଫ ରନ୍ଥା (୫୨ବର୍ଷ)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି ।1