logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାମନଗର ମୁଖ୍ୟ ରାସ୍ତା ବର୍ଷା ପାଣିରେ ଜଳମଗ୍ନ,, ଭଦ୍ରକ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାରୁ ଧାମନଗର NAC ଅଞ୍ଚଳ ରେ ପାଣି ପଶିଚି

19 hrs ago
user_Bhadrak bulletin
Bhadrak bulletin
ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
19 hrs ago

ଧାମନଗର ମୁଖ୍ୟ ରାସ୍ତା ବର୍ଷା ପାଣିରେ ଜଳମଗ୍ନ,, ଭଦ୍ରକ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାରୁ ଧାମନଗର NAC ଅଞ୍ଚଳ ରେ ପାଣି ପଶିଚି

More news from ଓଡ଼ିଶା and nearby areas
  • ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,
    1
    ଜଳବନ୍ଦୀ ରେ ଗ୍ରାମବାସୀ, ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ରେ ଅଛନ୍ତି ଗ୍ରାମବାସୀ,
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    1
    ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    1
    ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • #ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।#ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତିରେ ସମାଧାନ କରିବାକୁ ଆସିଥିବା ଓକିଲ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ହାତ ଉଠେଇବା ଭିଡିଓ ଯାହା ଏବେ ବେଶ୍ ଭାଇରାଲ ହେଉଛି।#ଭଦ୍ରକ #samasyanewsodia
    1
    #ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।#ମହିଳା ସୁରକ୍ଷା କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତିରେ ସମାଧାନ କରିବାକୁ ଆସିଥିବା ଓକିଲ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ହାତ ଉଠେଇବା ଭିଡିଓ ଯାହା ଏବେ ବେଶ୍ ଭାଇରାଲ ହେଉଛି।#ଭଦ୍ରକ
#samasyanewsodia
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.