logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ

11 hrs ago
user_ସନ୍ତୋଷ କୁମାର ନାୟକ
ସନ୍ତୋଷ କୁମାର ନାୟକ
Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
11 hrs ago

ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ

More news from ଓଡ଼ିଶା and nearby areas
  • ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    1
    ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ.
ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    11 hrs ago
  • କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ!


କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    10 hrs ago
  • ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha #BaitaraniHighSchool #EggScam #MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak #OdishaNews #Jajpur #BreakingNews #OdiaNews #Education #SchoolNews #PublicDemand #Investigation #Transparency #ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda
    1
    ବୈତରଣୀ ଉଞ୍ଚ ବିଦ୍ୟାଳୟ ରେ ଅଣ୍ଡା ଘୋଟଲା ବେଳେ ଧରିଲେ
ଅଭିଭାବକ ସନାତନ ପଣ୍ଡା ଗଣମାଧ୍ୟମ ରେ BEO DEO ଙ୍କ ତଦନ୍ତ ପାଇଁ ଦାବୀl #News19Odisha         #BaitaraniHighSchool #EggScam
#MidDayMeal #JusticeForStudents #SchoolCorruption #BEO #DEO #Collector #MLA #AkashDasnayak 
#OdishaNews #Jajpur #BreakingNews #OdiaNews #Education #SchoolNews
#PublicDemand #Investigation #Transparency
#ParentsVoice #SaveEducation #ViralNews #Odisha #NewsUpdate #ExposeCorruption #Accountability #SanatanPanda
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    9 hrs ago
  • ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    1
    ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ Kaptipada, ମାଙ୍କଡପଡ଼ା RED WARNING ⚠️ MAYURBHANJ, Kaptipada, ମାଙ୍କଡପଡ଼ା RED WARNING ⚠️ ବର୍ଷା ପ୍ରକୁପ ତା 28.7.2026 ରିଖ ବର୍ଷାର ପ୍ରଭାବ ବହୁତ ଅଧିକ ଥିଲା ତଥାପି ବର୍ଷା ସହ ପବନ ବହିବାର ଆଶଙ୍କା ପ୍ରକାଶ ପାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚାଷୀମାନେ ଯେତିକି ଖୁସି ସେତିକି ଦୁଃଖୀ କାରଣ ବର୍ଷା ଥମିବାର ନାଁ ନେଉନାହିଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏପରି ଅବସ୍ଥା ଲାଗି ବାହାରକୁ ଅତି ଜରୁରୀ ନଥିଲେ ଯିବାକୁ ବାରଣ କରାଯାଇଛି। ଚାଷୀ ଘରୁ କ୍ଷେତକୁ ଯାଇ ପାରୁନାହାନ୍ତି। ଏପଟେ ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ।
    1
    ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ Kaptipada, ମାଙ୍କଡପଡ଼ା RED WARNING ⚠️
MAYURBHANJ, Kaptipada, ମାଙ୍କଡପଡ଼ା RED WARNING ⚠️ ବର୍ଷା ପ୍ରକୁପ 
ତା 28.7.2026 ରିଖ ବର୍ଷାର ପ୍ରଭାବ ବହୁତ ଅଧିକ ଥିଲା ତଥାପି ବର୍ଷା ସହ ପବନ ବହିବାର ଆଶଙ୍କା ପ୍ରକାଶ ପାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚାଷୀମାନେ ଯେତିକି ଖୁସି ସେତିକି ଦୁଃଖୀ କାରଣ ବର୍ଷା ଥମିବାର ନାଁ ନେଉନାହିଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏପରି ଅବସ୍ଥା ଲାଗି ବାହାରକୁ ଅତି ଜରୁରୀ ନଥିଲେ ଯିବାକୁ ବାରଣ କରାଯାଇଛି। ଚାଷୀ ଘରୁ କ୍ଷେତକୁ ଯାଇ ପାରୁନାହାନ୍ତି। ଏପଟେ ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.