logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

7 hrs ago
user_ସମୀର ପାତ୍ର
ସମୀର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
7 hrs ago
fff58109-ce08-4119-94a2-efc4e24998a4

କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

More news from ଓଡ଼ିଶା and nearby areas
  • କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ!


କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    7 hrs ago
  • ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    1
    ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ.
ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    8 hrs ago
  • ଗୌରୀ ନର୍ସିଂ କଲେଜର ବଡ଼ ସଫଳତା,ପୃଥକ୍ ପୃଥକ୍ ସ୍ଥାନରେ ନିଯୁକ୍ତି ପାଇଥିବାରୁ ସ୍ଵାଗତ ସମ୍ବର୍ଦ୍ଧନା ବଣାଇଁ, ୨୮/୦୭:- ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ମଧୁପୁର ଠାରେ ଥିବା ଗୌରୀ ନର୍ସିଂ କଲେଜରେ ପାଠପଢୁ ଥିବାବେଳେ ୩୦ ଜଣ ଛାତ୍ରୀ ମଧ୍ୟରୁ ୧୬ ଜଣ ଛାତ୍ରୀ ANM କେ।ର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହିତ ତାଙ୍କୁ ମେଡ୍ ଟେଲ୍ କମ୍ପାନୀ ତରଫରୁ ବିଭିନ୍ନ ଜାଗାରେ କମ୍ୟୁନିଟ୍ ପାରାମେଡିକ୍ ଭାବରେ ଚୟନ କରାଯାଇଛି। ପ୍ରତ୍ୟେକ ଛାତ୍ରୀ ମାନଙ୍କ ମଧ୍ୟରୁ ରାଜଗାଙ୍ଗପୁର, କୁଆଁରମୁଣ୍ଡା, କେ।ଇଡା, ହେମଗିରି, ଲହୁଣୀପଡା ଏପରି ଜାଗାରେ ପୋଷ୍ଟିଙ୍ଗ୍ ପାଇ ଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ଅନୁଭବ କରିଛନ୍ତି। ଗୌରୀ ନର୍ସିଂ କଲେଜର ଏହି ସଫଳତା ପରେ ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ୍, ପ୍ରିନ୍ସପାଲ୍ ରିନା ବେହେରା ଓ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ୧୬ ଜଣ ଛାତ୍ରୀଙ୍କର ବଡ ସଫଳତା ହାସଲ କରି ଥିବାରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଣାଇରୁ ସୁରଜ ପ୍ରତାପ ମହାନ୍ତି ଙ୍କ ରିପୋର୍ଟ
    4
    ଗୌରୀ ନର୍ସିଂ କଲେଜର ବଡ଼ ସଫଳତା,ପୃଥକ୍ ପୃଥକ୍ ସ୍ଥାନରେ ନିଯୁକ୍ତି ପାଇଥିବାରୁ ସ୍ଵାଗତ ସମ୍ବର୍ଦ୍ଧନା 

ବଣାଇଁ, ୨୮/୦୭:- ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ମଧୁପୁର ଠାରେ ଥିବା ଗୌରୀ ନର୍ସିଂ କଲେଜରେ ପାଠପଢୁ ଥିବାବେଳେ ୩୦ ଜଣ ଛାତ୍ରୀ  ମଧ୍ୟରୁ ୧୬ ଜଣ ଛାତ୍ରୀ ANM କେ।ର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହିତ ତାଙ୍କୁ ମେଡ୍ ଟେଲ୍ କମ୍ପାନୀ ତରଫରୁ ବିଭିନ୍ନ ଜାଗାରେ କମ୍ୟୁନିଟ୍ ପାରାମେଡିକ୍ ଭାବରେ ଚୟନ କରାଯାଇଛି। ପ୍ରତ୍ୟେକ ଛାତ୍ରୀ ମାନଙ୍କ ମଧ୍ୟରୁ ରାଜଗାଙ୍ଗପୁର, କୁଆଁରମୁଣ୍ଡା, କେ।ଇଡା, ହେମଗିରି, ଲହୁଣୀପଡା ଏପରି ଜାଗାରେ ପୋଷ୍ଟିଙ୍ଗ୍ ପାଇ ଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ଅନୁଭବ କରିଛନ୍ତି।  ଗୌରୀ ନର୍ସିଂ କଲେଜର ଏହି ସଫଳତା ପରେ ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ୍,  ପ୍ରିନ୍ସପାଲ୍ ରିନା ବେହେରା ଓ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ୧୬ ଜଣ  ଛାତ୍ରୀଙ୍କର ବଡ ସଫଳତା ହାସଲ କରି ଥିବାରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଣାଇରୁ ସୁରଜ ପ୍ରତାପ ମହାନ୍ତି ଙ୍କ ରିପୋର୍ଟ
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    3 hrs ago
  • ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ଜଳ ମଗ୍ନ ହୋଇ ପଡିଛି ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇ ପଡିଛି l ଜନ ସାଧାରଣ, ଗାଡି ମଟର ଯିବା ଆସିବାରେ ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି l
    3
    ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ଜଳ ମଗ୍ନ ହୋଇ ପଡିଛି 
ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇ ପଡିଛି l ଜନ ସାଧାରଣ, ଗାଡି ମଟର ଯିବା ଆସିବାରେ ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
  • ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ
    3
    ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.