logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ

5 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
5 hrs ago

ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ

More news from ଓଡ଼ିଶା and nearby areas
  • ବାରିପଦା ସ୍ଥିତ ପୋଲିସ ଲାଇନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ବାରିପଦା ସହରର ପୋଲିସ ଲାଇନ ମନ୍ଦିରରେ ରୀତିନୀତି ଓ ପରମ୍ପରା ଅନୁସାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସଂଧ୍ୟା ପ୍ରାୟ ୭ ଟାରେ ସେଠାରେ ଏକ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୭.୩୦ ଟାରେ ଆନନ୍ଦ ବଜାର ପ୍ରସାଦ ସେବନ ହେବାପରେ ରାତି ପ୍ରାୟ ୯.୩୦ ଟାରେ ପହଣ୍ଡି ବିଜେ, ରାତି ୧୦ ଟାରେ ଲକ୍ଷ୍ମୀନାରାୟଣ କଳି ଓ ରସଗୋଲା ଲାଗି ହେବାପରେ ରାତି ପ୍ରାୟ ୧୦.୩୦ ଟାରୁ ବିଳମ୍ବିତ ରାତି ଯାଏଁ ମହାସ୍ନାନ ଓ ମହା ଦ୍ଵୀପ ଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ପରମ୍ପରା ଅନୁଯାୟୀ ପହଣ୍ଡି ହେବାପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରେ ବିଜେ କରିଥିବାର ସୂଚନା ମିଳିଛି।
    4
    ବାରିପଦା ସ୍ଥିତ ପୋଲିସ ଲାଇନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ 
ବାରିପଦା ସହରର ପୋଲିସ ଲାଇନ ମନ୍ଦିରରେ ରୀତିନୀତି ଓ ପରମ୍ପରା ଅନୁସାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସଂଧ୍ୟା ପ୍ରାୟ ୭ ଟାରେ ସେଠାରେ ଏକ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୭.୩୦ ଟାରେ ଆନନ୍ଦ ବଜାର ପ୍ରସାଦ ସେବନ ହେବାପରେ ରାତି ପ୍ରାୟ ୯.୩୦ ଟାରେ ପହଣ୍ଡି ବିଜେ, ରାତି ୧୦ ଟାରେ ଲକ୍ଷ୍ମୀନାରାୟଣ କଳି ଓ ରସଗୋଲା ଲାଗି ହେବାପରେ ରାତି ପ୍ରାୟ ୧୦.୩୦ ଟାରୁ ବିଳମ୍ବିତ ରାତି ଯାଏଁ ମହାସ୍ନାନ ଓ ମହା ଦ୍ଵୀପ ଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ପରମ୍ପରା ଅନୁଯାୟୀ ପହଣ୍ଡି ହେବାପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରେ ବିଜେ କରିଥିବାର ସୂଚନା ମିଳିଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
    1
    ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ!


କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    10 hrs ago
  • ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    1
    ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ.
ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    11 hrs ago
  • ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା? ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା। ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
    1
    ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ?
ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା?
ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ?
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା।
ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି।
ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଲଘୁଚାପ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଛି। ଯାହାକୁ ନେଇ ଶିମିଳିପାଳ ମଧ୍ୟରେ ପ୍ରବାହିତ ବିଭିନ୍ନ ଜଳଉତ୍ସ ଗୁଡିକର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡୁକୁରା ରେଞ୍ଜରେ ସର୍ବାଧିକ ୧୮୩ ମିଲି ମିଟର ରୁ ଉର୍ଦ୍ଧ୍ୱ ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି କବାଟଘାଇ ରେ ୧୫୭ ମିଲି ମିଟର, ବରେହିପାଣି ରେ ୧୫୪, ନୱଣା ରେ ୧୨୩, କୁଳିପାଳ ରେ ୧୨୦, କେନ୍ଦୁ ମୁଣ୍ଡି ରେ ୧୧୪, ବାରିପଦା ରେ ୧୧୦, ବଡଗାଁ ରେ ୧୦୪ ମିଲି ମିଟର ରୁ ଉର୍ଦ୍ଧ୍ୱ ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ମଙ୍ଗଳବାର ସକାଳ ପ୍ରାୟ ୭.୧୫ ଟାରେ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। Rainfall Nawana-123.4 mm Baripada - 110.744 mm Pithabata - 62.23 mm Badgaon - 104.14 mm Dukura - 183.896 mm Podadiha - 92.202 mm Bhanjabasa- 93.726 mm UBK - 75.8 mm Jenabil - 73.406 mm Kulipal - 120.396 mm Kabatghai - 157.734 mm Dove - 80.6 mm Chahala - 94.8 mm Barehipani - 154.94 mm Ramatirtha - 73.914 mm Thakurmunda- 43.18 mm Kendumundi - 114.3 mm Satkosia - 76.708 mm
    4
    ଲଘୁଚାପ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା

ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଛି। ଯାହାକୁ ନେଇ ଶିମିଳିପାଳ ମଧ୍ୟରେ ପ୍ରବାହିତ ବିଭିନ୍ନ ଜଳଉତ୍ସ ଗୁଡିକର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡୁକୁରା ରେଞ୍ଜରେ ସର୍ବାଧିକ ୧୮୩ ମିଲି ମିଟର ରୁ ଉର୍ଦ୍ଧ୍ୱ ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି କବାଟଘାଇ ରେ ୧୫୭ ମିଲି ମିଟର, ବରେହିପାଣି ରେ ୧୫୪, ନୱଣା ରେ ୧୨୩, କୁଳିପାଳ ରେ ୧୨୦, କେନ୍ଦୁ ମୁଣ୍ଡି ରେ ୧୧୪, ବାରିପଦା ରେ ୧୧୦, ବଡଗାଁ ରେ ୧୦୪ ମିଲି ମିଟର ରୁ ଉର୍ଦ୍ଧ୍ୱ ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ମଙ୍ଗଳବାର ସକାଳ ପ୍ରାୟ ୭.୧୫ ଟାରେ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। 
Rainfall Nawana-123.4 mm 
Baripada - 110.744 mm 
Pithabata - 62.23 mm 
Badgaon - 104.14 mm 
Dukura - 183.896 mm 
Podadiha - 92.202 mm 
Bhanjabasa- 93.726 mm 
UBK - 75.8 mm 
Jenabil - 73.406 mm 
Kulipal - 120.396 mm 
Kabatghai - 157.734 mm 
Dove - 80.6 mm 
Chahala - 94.8 mm 
Barehipani - 154.94 mm 
Ramatirtha - 73.914 mm
Thakurmunda- 43.18 mm
Kendumundi - 114.3 mm 
Satkosia - 76.708 mm
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ନୀଳାଦ୍ରୀ ବିଜେ ଓ ରସଗୋଲା ଦିବସ ଅବସରରେ ଦେବଦୀପ ଫାଉଣ୍ଡେସନ ପକ୍ଷରୁ ରେନକୋଟ୍ ବିତରଣ।
    1
    ନୀଳାଦ୍ରୀ ବିଜେ ଓ ରସଗୋଲା ଦିବସ ଅବସରରେ ଦେବଦୀପ ଫାଉଣ୍ଡେସନ ପକ୍ଷରୁ ରେନକୋଟ୍ ବିତରଣ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଉଦଳା ବ୍ଲକ ମଦନା ପାଳ ରେ ଘରେ ପଶିଲା ବନ୍ୟା ପାଣି, ଅଳ୍ପକେ ବର୍ତ୍ତିଲେ ୨ ପରିବାର
    1
    ଉଦଳା ବ୍ଲକ ମଦନା ପାଳ ରେ ଘରେ ପଶିଲା ବନ୍ୟା ପାଣି, ଅଳ୍ପକେ ବର୍ତ୍ତିଲେ ୨ ପରିବାର
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.