Shuru
Apke Nagar Ki App…
ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ Kaptipada, ମାଙ୍କଡପଡ଼ା RED WARNING ⚠️ MAYURBHANJ, Kaptipada, ମାଙ୍କଡପଡ଼ା RED WARNING ⚠️ ବର୍ଷା ପ୍ରକୁପ ତା 28.7.2026 ରିଖ ବର୍ଷାର ପ୍ରଭାବ ବହୁତ ଅଧିକ ଥିଲା ତଥାପି ବର୍ଷା ସହ ପବନ ବହିବାର ଆଶଙ୍କା ପ୍ରକାଶ ପାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚାଷୀମାନେ ଯେତିକି ଖୁସି ସେତିକି ଦୁଃଖୀ କାରଣ ବର୍ଷା ଥମିବାର ନାଁ ନେଉନାହିଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏପରି ଅବସ୍ଥା ଲାଗି ବାହାରକୁ ଅତି ଜରୁରୀ ନଥିଲେ ଯିବାକୁ ବାରଣ କରାଯାଇଛି। ଚାଷୀ ଘରୁ କ୍ଷେତକୁ ଯାଇ ପାରୁନାହାନ୍ତି। ଏପଟେ ରାସ୍ତାର ବିକଳ ଚିତ୍ର ନମୁନା ମଧ୍ଯ ଦେଖି ପାରୁଥିବେ।
Haybusha Hr

More news from ଓଡ଼ିଶା and nearby areas
- ଖଇରା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ।1
- କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଧନିତ୍ରି ନଦୀ ରେ ଦଳ ଜାମ ଯୋଗୁ ଚାଷ ଜମି ବୁଢି ଘରେ ପଶିଲାଣି ପାଣି I #bhadrak #KodabaruanGp #Dhanitririver1
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ1
- ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା1
- ଧାମନଗର ମୁଖ୍ୟ ରାସ୍ତା ବର୍ଷା ପାଣିରେ ଜଳମଗ୍ନ,, ଭଦ୍ରକ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାରୁ ଧାମନଗର NAC ଅଞ୍ଚଳ ରେ ପାଣି ପଶିଚି1
- ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।2
- ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ3